Browsing daily archive

July 9, 2021

୧୫ ପରେ ଗର୍ଭବତୀମାନଙ୍କୁ ଟିକାକରଣ

ଭୁବନେଶ୍ୱର,୯/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇସାରିଥିବାବେଳେ ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୫ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବାପରେ ୧୫ ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ।ଟିକାକରଣ କେନ୍ଦ୍ରରେ ଲାଇନରେ ରହିବେନି ଗର୍ଭବତୀ । ସେମାନଙ୍କ ପାଇଁ ରହିବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ । ଟିକା […]

ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର,୯/୭(ଏସଏସନିୟୁଜ)ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଓ ନୂଆପଡ଼ା ।ଟିକାରଅଭାବ ଯୋଗୁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ରାଜ୍ୟରେ ୫ ତାରିଖରେ ରାଜ୍ୟରେ କେକର୍ଡ ସଂଖ୍ୟକ ୪ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯ ହଜାର ୫୯୦ ଡୋଜ୍ […]

ଆଜିର ରାଶିଫଳ

ଜୁଲାଇ ମାସ ୦୯ ତାରିଖ ୨୦୨୧ ମସିହା(ଶୁକ୍ରବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା,କନ୍ୟା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର, ଅମାବାସ୍ୟା ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ଆମିଷ ଭକ୍ଷଣ ନିଷେଧ । ମେଷ=ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର […]

ଆଜିର ଅନୁଚିନ୍ତା

  ମଣିଷ ମଣିଷର ଯେତେବଡ଼ ଉପକାର କରୁନା କାହିଁକି, ପରବର୍ତ୍ତୀ ସମୟରେ ସାମାନ୍ୟ କ୍ଷତି କରିଲେ, ସେହି ଉପକାରର କଥା କେହି ବିନ୍ଦୁ ମାତ୍ର ମନେ ରାଖନ୍ତିନି । ବିଶ୍ୱାସ :-ଥରେ ଭାଙ୍ଗିଗଲେ ଯୋଡିବା ବହୁତ କଷ୍ଟ ହୋଇପଡେ ।ଭରସା :-ଜଣକୁ ଆଶା ଭରସା,କଥାଦେଇ, ହୃଦୟ ଭାଙ୍ଗିବା, ମଣିଷ ପଣିଆର କାର୍ଯ୍ୟ ନୁହେଁ । ଭଲପାଇବା :-ଭଲ ପାଇବାରେ,ଗୋଟେ ସୁନ୍ଦର ମୁଁହ ନୁହେଁ, ଗୋଟେ ସୁନ୍ଦର,ମନଟିଏ ଦରକାର । ଭୋକିଲା ରହିଜିବେ, କିନ୍ତୁ ଯଉଠି ଆଦର ଆଉ […]

ଏଥର ସୋସିଆଲ ମିଡିଆରେ କାଳିଆ ଠାକୁରଙ୍କୁ ଦର୍ଶନ

୧-ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାପାଇଁ ଆରମ୍ଭ ହେଲା ରଥରେ କନା ପଡ଼ିବା । ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ସମେତ କନକମୁଣ୍ଡିରେ ପିତ୍ତଳ ସଜ ଲାଗି ହେବା ସହିତ ତିନି ରଥର ପ୍ରଭା ଫିଟିଙ୍ଗ ହେବ । ୨-ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭକ୍ତଙ୍କୁ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ କରିଲେ ଅନୁରୋଧ । ୩-ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର । ୪-ଚାଷୀଙ୍କ ସହାୟତା […]