Browsing daily archive

July 18, 2021

ବିଦ୍ରୋହୀ ବିଧାୟକ

୧–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ୨–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ୩–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର […]

ଆଜିର ରାଶିଫଳ

ଜୁଲାଇ ମାସ ୧୮ ତାରିଖ ୨୦୨୧ ମସିହା(ରବିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ନବମୀ,ନକ୍ଷତ୍ର- ସ୍ୱାତି,ମେଷ ରାଶିର ଘାତବାର, ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ। ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ […]

ଆଜିର ଅନୁଚିନ୍ତା

ଗୀତା ଉପଦେଶ 🔥”ଯେ ନିଜ ଉପରେ ବିଜୟ ପ୍ରାପ୍ତ କରିଛି , ଶୀତ ଉଷ୍ଣ ସୁଖ ଦୁଃଖ ତଥା ମାନ ଅପମାନରେ ପ୍ରଶାନ୍ତ ଚିତ୍ତ ରହିପାରୁଥିବା ବ୍ୟକ୍ତିଙ୍କୁ ପରମାତ୍ମା ନିତ୍ୟ ପ୍ରାପ୍ତ ଅଟନ୍ତି – ଭଗବାନ ଶ୍ରୀକୃଷ୍ଣ !!” 🔥”ଯେ ନିଜେ ନିଜକୁ ଜୟ କରିଛି ସେ ହିଁ ନିଜର ବନ୍ଧୁ ଏବଂ ଯେ ନିଜେ ନିଜକୁ ଜୟ କରିନାହିଁ ସେହି ଅନାତ୍ମାର ଆତ୍ମା ଶତ୍ରୁପରି ବ୍ୟବହାର କରେ – ଭଗବାନ ଶ୍ରୀକୃଷ୍ଣ !!” 🔥”ନିଜେ ନିଜ […]