Browsing daily archive

July 24, 2021

ଲଗାଇଲେ ସୁଚନା ଫଳକ, ଦେଲେ ଚେତାବନୀ

ଗଞ୍ଜାମ, ୨୪/୭(ଏସଏସନିୟୁଜ)ମଦ ବନ୍ଦ ପାଇଁ ମହିଳାମାନେ ଦେଲେ ଚେତାବନୀ । ଲଗାଇଲେ ସୁଚନା ଫଳକ ।କହିଲେ ସୁଚନା ଫଳକକୁ ଖାତିରି ନକଲେ ରାଜରାସ୍ତାରେ ବସିବାକୁ ବଧ୍ୟ ହେବୁ ବୋଲି କହିଲେ ।ଏହିଭଳି ଦୃଶ୍ୟ ଆଜିକୋଦଳା ଏନଏସି ଅନ୍ତର୍ଗତ ଦଣ୍ଡିଶ୍ୱର ଛକରେ ଦେଖିବାକୁ ମିଳିଥିଲା ।ଏହି ଅଂଚଳରେ ମଦ ବିକ୍ରି ବଢି ଚାଲୁଥିବାବେଳେ ମଦ ପିଇ ନିଶାଶକ୍ତ ହୋଇ ଘରକୁ ଫେରି ପରିବାର ଅଶାନ୍ତି ସୃଷ୍ଟି କରୁଛନ୍ତି ପୁରୁଷମାନେ ।ଏହାସହ କାମଧନ୍ଧାକୁ ନଯିବାଫଳରେ ପରିବାର ପ୍ରତିପୋଷଣରେ ବାଧକ ସୃଷ୍ଟି […]

ପରିଚୟ ଜାଣିବା ପାଇଁ ଲାଗିଲା ପୋଷ୍ଟର

ଭୁବନେଶ୍ୱର, ୨୪/୭(ଏସଏସନିୟୁଜ) ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀ ପଠାରୁ ଅଧାପୋତା ହୋଇଥିବା ମୃତଦେହ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ । ଏହା ସହ ମୃତ ବ୍ୟକ୍ତିର ପରିଚୟ ସମ୍ପର୍କରେ ଜଣାଇଲେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖିବା ସହ ପୁରସ୍କାର ମିଳିବ ବୋଲି କୁହାଯାଇଛି ।ପୋଷ୍ଟରରେ ମୃତ ବ୍ୟକ୍ତିର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ଏହା ସହ ଉଚ୍ଚତା ୫ରୁ ୮ ଇଞ୍ଚ, ଓଜନ […]

ଏନ୍‌କାଉଣ୍ଟରରେ ଆଖି ବୁଜିଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍

କଟକ,୨୪/୭(ଏସଏସନିୟୁଜ) ପୁଲିସ୍ ଏନକାଉଣ୍ଟରେ ଆଜି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ର ମୃତ୍ୟୁ ହୋଇଛି । ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ହାଇଦର୍ ଖସି ଯିବାକୁ ଉଦ୍ୟମ କରିଥିଲା ।ଫଲରେ ପୋଲିସ୍ ଗୁଳି ଚଳାଇଥିବାବେଳେ ହାଇଦର୍ ର ପେଟରେ ଗୁଳି ବାଜିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିଲା । ଡାକ୍ତରଖାନାରେ ପ୍ରାୟ ୪ ମିନିଟ ଭିତରେ ତାଙ୍କର […]

ହାଇଦରକୁ ଏନକାଉଣ୍ଟର

କଟକ, ୨୪/୭(ଏସଏସନିୟୁଜ) ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ବାରିପଦା ଜେଲ ନିଆଯାଉଥିବାବେଳେ ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ତେବେ ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ନିଆଯିବାବେଳେ ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ଏନକାଉଣ୍ଟର କରିଥିବାର ଜଣାପଡିଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିୀଙ୍କ ସୁଚନାମୁତାବକ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ବାରିପଦା ଜେଲକୁ ହାଇଦରଙ୍କୁ ସ୍ଥାନାନ୍ତର କରାଯାଉଥିଲା। କଟକ ଜିଲା ଏସକର୍ଟପାର୍ଟି ତତ୍ୱାବଧାନରେ ବାରିପଦା ନିଆଯାଉଥିଲା । ଏସକର୍ଟପାର୍ଟିଙ୍କ ମଧ୍ୟରୁ ବନ୍ଧୁକ ଛଡ଼ାଇ […]

ମୁକ୍ତାକାଶକାରାଶ୍ରମରୁ ଖଲାସ ହେଲେ ୫ କଏଦୀ

ମେଣ୍ଢାଶାଳ,୨୩/୭(ଏସଏସନିୟୁଜ) ରାଜ୍ୟସରକାରଙ୍କ କଏଦୀ ଖଲାସ ଆଦେଶ ପାଇବାପରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମପରିସରରୁ ଶୁକ୍ରବାରଦିନ ୫ଜଣ କଏଦୀ ଖଲାସ ହୋଇଛନ୍ତି । ୨୦୧୫ଡିସେମ୍ବର୫ତାରିଖରେ ବାରିପଦା ସର୍କଲଜେଲରୁ ଏଠାକୁ ଆସିଥିବା ଅନ୍ୟଜଣେ କଏଦୀ ଅଙ୍ଗାରି ରାଉତ କୋର୍ଟଙ୍କ ବେଲ ଅର୍ଡର ବଳରେ ତାଙ୍କୁ ପୁର୍ବରୁଖଲାସ କରା୍‌ାଇଛି ।ଆଜି ଖଲାସ ହୋଇଥିବା ୫ଜଣ କଏଦୀଙ୍କ ମଧ୍ୟରେ ୨୦୧୭ଅକ୍ଟୋବର୧୮ରେ ଜିଲ୍ଲାକାରଗର କେଉଁଝରରୁ ଆସିଥିବା ସୋନାରାମ ମୁଣ୍ଡା,କୋରାପୁଟ ସର୍କଲଜେଲରୁ ୨୦୧୫ଅକ୍ଟୋବର୧୧ରେ ଆସିଥିବା ରଘୁନାଥ ଶତପଥି,୨୦୧୮ଅଗଷ୍ଟ୫ରେ କୋରାପୁଟ ସର୍କଲଜେଲରୁ ଆସିଥିବା ଲୋଖନ ଚେଲାନ୍‌,ଢେଙ୍କାନାଳ ଜିଲ୍ଲାକାରାଗରରୁ ୨୦୧୬ସେପ୍ଟେମ୍ବର୭ରେ […]

ଆଜି ଶ୍ରୀମନ୍ଦିରରୁ ନୀଳାଚଳ ଅବଢ଼ା

ପୁରୀ,୨୪/୭(ଏସଏସନିୟୁଜ) ଶେଷ ହେଲା ଓଡ଼ିଆ ଜାତିର ଅନନ୍ୟ ପର୍ବ ରଥ ଯାତ୍ରା । ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ପର୍ବ ନୀଳାଦ୍ରି ବିଜେରେ ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ । ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଥିଲା ବଡଦାଣ୍ଡ ।ରତ୍ନ ସିଂହାସନରେ ବିରାଜମାନ କଲେ ଚତୁର୍ଦ୍ଧା ମୂର୍ତ୍ତି । ଖାଁ ଖାଁ ପଡ଼ିଥିବା ଆନନ୍ଦବଜାରରେ ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ ଅବଢା ବାହାରିବ । ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ […]

ଜିଓ ଫୋନକୁ ଟକ୍କର

ସକାଳର ଖବର,୨୪-ଜୁଲାଇ-୨୦୨୧,ଶନିବାର ➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା […]

ଆଜିର ଅନୁଚିନ୍ତା

🌺”ଜୀବନ ତୁମର, ସ୍ୱପ୍ନ ତୁମର,ଗନ୍ତବ୍ୟସ୍ଥଳ ତୁମର, ବିଜୟ ଏବଂ ପରିଶ୍ରମ ତୁମର, ତେବେ ଏହି ମୂର୍ଖ ଲୋକମାନଙ୍କ କଥା ଶୁଣିବା ପରେ ହାରିବାର ନାଟକ କ’ଣ ପାଇଁ 🌺”ପ୍ରକୃତ ବନ୍ଧୁ ଯେତେ କ୍ରୋଧିତ ହୁଅନ୍ତୁ ନା କାହିଁକି, ସେ କେବେବି ଶତ୍ରୁମାନଙ୍କ ଧାଡିରେ ଠିଆ ହୁଅନ୍ତି ନାହିଁ ! 🌺”ପ୍ରଗତିର ଏକମାତ୍ର ଉପାୟ ହେଉଛି କେବେ ପଛକୁ ଚାହିଁ ଦେଖିବ ନାହିଁ !! 🌺”ଯାହାର ମନ ଏବଂ ଗତି ସତ୍ୟ ଆଡକୁ ଅଛି, ଆଜି ମଧ୍ୟ ତାଙ୍କ […]

ଆଜିର ରାଶିଫଳ

ଜୁଲାଇ ମାସ ୨୪ ତାରିଖ ୨୦୨୧ ମସିହା(ଶନିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା,ନକ୍ଷତ୍ର- ଉତ୍ତରାଷ,ସିଂହ ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆମିଷ ପାଣିକଖାରୁ ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି ବନ୍ଧୁମାନଙ୍କ […]

ଜିଓ ଫୋନକୁ ଟକ୍କର

➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ […]