Browsing daily archive

July 31, 2021

ଏଥର ନିଶ୍ଚୟ ପୋଲ ହେବ

ବଲାଙ୍ଗୀର, ୩୧/୭(ଏସଏସନିୟୁଜ) ଶନିବାରଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅରଣ୍ୟ ମଧ୍ୟରେ ରହିଥିବା ଉପାନ୍ତ ଗାଁ କୁଟରାକେନ ଗ୍ରାମକୁ ଯାଇଥିଲେ ।କିନ୍ତୁ ନାଳ ପାଇଁ ଗାଡି ଆଗକୁ ଯାଇପାରିନଥିଲା । ଗାଡି ନଯିବାରୁ ସେ ଗ୍ରାମବାସୀମାନଙ୍କ ନିଜସ୍ୱଉଦ୍ୟମରେ ନିର୍ମାଣ ହୋଇଥିବା କାଠ ପୋଲରେ ଚାଲିଚାଲି ଗାଁକୁ ଯିବାକୁ ପଡିଥିଲା । ଆଉ ଏଥର ନିଶ୍ଚୟ ପୋଲ ହେବ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିବାର […]

କେନାଲରୁ ଉଦ୍ଧାରହେଲା ମୃତଦେହ

ପିପିଲି,୩୧/୭(ଏସଏସନିୟୁଜ) ପିପିଲି ଥାନାପୋଲିସ ଶନିବାର କଣାସ ମୁଖ୍ୟ କେନାଲରୁ ଭାସମାନ ଅବସ୍ଥାରେ ବାଳକାଟି ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ବ୍ୟବସାୟୀଙ୍କ ମୃତଦେହକୁ ଜବତ କରିଛି। ଶନିବାର ସକାଳେ ଏକ ମୃତଦେହଟି କେନାଲରେ ଭାସି ଭାସି ଆସୁଥିବାରଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।ପୋଲିସ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଠରଭଗା ସ୍କୁଲ ନିକଟ କେନାଲରୁ ଲକ୍ଷ୍ମୀଧର ସାହୁଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦପାଇଁ ପଠାଇଥିଲେ । ବାଳକାଟି ଫାଣ୍ଡି ଅନ୍ତର୍ଗତ ନୂଆପାଟଣା ତଳସାହିର ଲକ୍ଷ୍ମୀଧରଙ୍କଘର ହୋଇଥିବାବେଳେ ବାଳକାଟି […]

ଅଗଷ୍ଟ ଅନ୍-ଲକ୍ ଗାଇଡଲାଇନ

  🔰 ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରିରହିବ 🔰ଭୁବନେଶ୍ୱର, କଟକ, ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ରହିବ। 🔰ମଲ ଓ ପାର୍କ ଖୋଲିବାକୁ ମିଳିଲା ଅନୁମତି। 🔰ବର୍ତ୍ତମାନ ରାଜ୍ୟରେ ବନ୍ଦ ରହିବ ଧର୍ମାନୁଷ୍ଠାନ।ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କରାଯାଇପାରିବ ନାହିଁ 🔰 ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍, ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲି ପାରିବ 🔰ସିନେମା ହଲ ୫୦% ଦର୍ଶକ […]

ଭାଙ୍ଗିଲା କେନାଲ ବନ୍ଧ

ଧର୍ମଗଡ଼, ୩୧/୭(ଏସଏସନିୟୁଜ)ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ ଭାଙ୍ଗିବାସହ ଧର୍ମଗଡ଼ର କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ୧୦ ଫୁଟର ଘାଇ ହୋଇଛି ।ପ୍ରଥମଥରପାଇଁ ଜଳ ନିଷ୍କାସନ ବେଳେ ଏହି ଅଘଟଣ ଘଟିଛି । କେନାଲ ଭାଙ୍ଗିବା ଫଳରେ ଶହ ଶହ ଏକର ଧାନ ଜଳାର୍ଣ୍ଣବ ହବାସହ ବ୍ୟାପକ କ୍ଷତି ହେବା ଆଶଙ୍କା କରାଯାଉଛି ।

ଖସିଲା ବିରାଟ ପଥର

କେନ୍ଦୁଝର,୩୧/୭(ଏସଏସନିୟୁଜ) ଶୁକ୍ରବାର ଅପରାହ୍‌ଣରେ କେନ୍ଦୁଝର ସହର ଉପକଣ୍ଠ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟିରେ ପାହାଡ଼ରୁ ଏକ ବିରାଟ ପଥର ଖସି ଟ୍ରକ୍‌ରେ ପିଟି ହେବାରୁ ଟ୍ରକ୍‌ଟି ଭାଙ୍ଗିଯାଇଛି। ଡବ୍ଲୁବି-୨୩-ଡି-୮୦୨୧ ନଂଏକ ଦଶଚକିଆ ଟ୍ରକ୍ ମହାରାଷ୍ଟ୍ର ଅଭିମୁଖେ ଯାଉଥିବାବେଳେ ଜୁଡ଼ିଆଘାଟି ପାର୍ ହେଉଥିବା ବେଳେ ଏକ ବିରାଟ ପଥର ପାହାଡ଼ରୁ ଖସି ଆସି ଟ୍ରକ୍‌ରେ ପିଟି ହୋଇଥିଲା। ଫଳରେ ଟ୍ରକ୍ ଡାଲା କ୍ଷତିଗ୍ରସ୍ତ ହେବାସହ ଭାରସାମ୍ୟ ହରାଇ ଟ୍ରକ୍‌ଟି ରୋଡ୍ ଡିଭାଇଡର ଉପରେ ଚଢ଼ି ଯାଇଥିଲା। ତେବେ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା ! ➡️”ଏ ଦୁନିଆଁରେ ସମସ୍ତେ ମତଲବୀ, ସ୍ୱାର୍ଥବାଦୀ । ନିଜର ସ୍ୱାର୍ଥ ହାସଲ ପରେ,. ମତଲବ ପୂରଣ ହେବା ପରେ ଆଉ ପଚାରନ୍ତି ନାହିଁ ➡️”ଏ ଦୁନିଆଟା ଅପବାଦ, ଅପମାନ, ଅବିଶ୍ୱାସର ଗନ୍ତାଘର । ପ୍ରତ୍ୟେକ ପ୍ରାଣୀ ବୁଝି ବିଚାରି ବିବେକାନୁମୋଦିତ ରାସ୍ତାରେ ଚାଲିବା ଆବଶ୍ୟକ । ଦୁଷ୍ଟ, ଖଳ, ଖରାପକୁ ଛାଡି […]

ଆଜିର ରାଶିଫଳ

ଜୁଲାଇ ମାସ ୩୧ ତାରିଖ ୨୦୨୧ ମସିହା(ଶନିବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ ,ନକ୍ଷତ୍ର- ଅଶ୍ଵିନୀ ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଭକ୍ଷଣ ନିଷେଧ | ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ […]

ହାଡ଼ଫୁଟି ଭଳି ବ୍ୟାପୁଛି କରୋନା

୧-ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ ସିନ୍ଧୁ । ହକିରେ କ୍ୱାର୍ଟରରେ ଭାରତ । ୨-ପୁରୁଷ ହକି ହକି କ୍ବାର୍ଟରଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ । ୩-ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ UGC ମାନ୍ୟତା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା, ‘ଖୁବଶୀଘ୍ର ମିଳିବ କେନ୍ଦ୍ରୀୟ ଅନୁମାନ’ । ୪-ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ, ନିର୍ଦ୍ଦେଶ ଦେଲେ […]