Browsing daily archive

August 8, 2021

ଆଜିର ଅନୁଚିନ୍ତା

🦋ଯେତେ ଦୁଃଖ କଷ୍ଟ ଆସୁ କିଛି ଚିନ୍ତା ନାହିଁ ବାସ୍ ମୁଣ୍ଡ ଉପରେ…ବାପା ମା’ଙ୍କର ହାତ ଥିବା ଦରକାର। 🦋ଜୀବନର ମନ୍ତ୍ର :-ଜୀବନ ଯେତେ କଠିନ ହେବ, ଆପଣ ସେତେ ମଜବୁତ ହେବେ। ଆପଣ ଯେତେ ମଜବୁତ ହେବେ, ଜୀବନ ସେତିକି ସହଜ ହେବ। 🦋ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି । 🦋ଜୀବନର ୩ଟି ମନ୍ତ୍ର :- ୧. ଖୁସିରେ […]

କଠୋର ହେଲା ବିସିସିଆଇ

➡️୧-ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା । ୟୁନେସ୍କୋକୁ ଦେଇଥିବା ଚିଠିରେ ଅନୁରୋଧ କଲେ ପୁରୀ ବିକାଶ ପରିଷଦ। ➡️୨-ଅଗଷ୍ଟ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ➡️୩-ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ମାସ ୧୨ରୁ ଆରମ୍ଭ ହେବ ଖାତା […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୮ ତାରିଖ ୨୦୨୧ ମସିହା(ରବିବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ,ମେଷ ରାଶିର ଘାତବାର,ଅମାବାସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଆମିଷ, ପାଣିକଖାରୁ ଭକ୍ଷଣ ନିଷେଧ । ମେଷ- ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା […]