Browsing monthly archive

August 2021

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪/୮(ଏସଏସନିୟୁଜ) ସୋମବାରଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୭ ଦିନ ଧରି ଚାଲିବାକୁଥିବା ଏହି ପକ୍ଷୀ ଗଣନାରେ ଦୁଇଟି ଟିମ୍ ସାମିଲ ହୋଇଛନ୍ତି ।ପ୍ରତି ଟିମ୍ ରେ ୭ଜଣ ଲେଖାଏ ଗଣନାକାରୀ ସାମିଲ ହୋଇଛନ୍ତି।ଏହି ଟିମ୍ ଜାତୀୟ ଉଦ୍ୟାନ ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ଗଣନା କାର‌୍ୟ୍ୟ କରିବେ ବୋଲି ଜଣାପଡିଛି ।

ବ୍ରାଉନ ସୁଗାର ଜବତ, ମହିଳା ଅଟକ

ବାଲେଶ୍ୱର , ୨୪/୮(ଏସଏସନିୟୁଜ) ଜଳେଶ୍ୱରଥାନା ଅର୍ନ୍ତଗତ ରାଜପୁର ବସ୍ତିରେ ଚଢଉ କରି ପୋଲିସ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ଜବତ କରିବାସହ ଜଣେ ମହିଳାଙ୍କୁ ଅଟକ ରଖିଛି ।ସୋମବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ପୋଲିସ ଏକ ୨୦ ଜଣିଆ ଟିମ୍ ଚଢଉ କରି ୫୦ ଲକ୍ଷ ଟଙ୍କାରୁ ଅଧିକ ମୁଲ୍ୟର ୫ ଶହ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସହ ପ୍ୟାକିଙ୍ଗରେ ବ୍ୟବହୃତ ରଙ୍ଗୀନ କାଗଜ ଜବତ କରିଛି ।

ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ

ମାଲକାନଗିରି,୨୪/୮(ଏସଏସନିୟୁଜ) ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ସୀମାନ୍ତ ଛଡିଶଗଡରେ ମାଓବାଦୀ ଓ ଯବାଙ୍କ ମଧ୍ୟରେ ସକାଳ ୫ଟାରୁ ୯ଟା ପର‌୍ୟ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଜମିନେସନ ବେଳେ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବାସହ ବିପୁଳ ପରିମାଣର ବିସ୍ପୋରକ […]

ଅଗ୍ନିକାଣ୍ଡରେ ଘର ସହ ଜଳିଗଲେ ୩ ଗାଈ

ବାଲେଶ୍ୱର, ୨୪/୮(ଏସଏସନିୟୁଜ) ଖଇରା ବ୍ଲକ୍ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସମେତ ପାଖରେ ଥିବା ଗୁହାଳ ମଧ୍ୟ ଜଳି ଯାଇଛି । ଗୁହାଳରେ ବନ୍ଧା ହୋଇଥିବା ୩ ଗାଈ ଜୀବନ୍ଦ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଅୟତ କରିଥିବା ଜଣାପଡିଛି ।

ବୋମାମାଡ଼କରି ୮ ହଜାର ଓ ମୋବାଇଲ୍ ଲୁଟିନେଲେ

ଢେଙ୍କାନାଳ , ୨୪/୮(ଏସଏସନିୟୁଜ)ପରଜଙ୍ଗ ଥାନା ମେଣ୍ଢାପଦା ଗଣ୍ଠିହୁଡା ନିକଟରେ ମଙ୍ଗଳବାର ଅପରାହ୍ନରେ ବୋମାମାଡ଼ ହୋଇଛି। ବୋମାମାଡକରି ଅଭୟ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତିନି ଜଣ ଦୁର୍ବୃତ୍ତ ଏକ ମୋବାଇଲ ଫୋନ୍ ଓ ୮ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ମେଣ୍ଢାପଦା ଗ୍ରାମର ଅଭୟ ହାଟରୁ ଫେରୁଥିବା ସମୟରେ ଏକ ପଲସର ଗାଡ଼ିରେ ତିନିଜଣ ଅଜଣା ବ୍ୟକ୍ତି ତାଙ୍କୁ ପିଛା କରି ଗଣ୍ଠିହୁଡ଼ା ନିକଟରେ ଅଟକାଇଥିଲେ।ଏହାପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲାଦୁର୍ବୁମାନେ […]

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର,୨୪/୮(ଏସଏସନିୟୁଜ) ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୨୭ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସାଇକ୍ଲୋନିକ ସର୍କୁଲେସନ ପରବର୍ତ୍ତୀ ଦୁଇଦିନରେ ଆହୁରି ଘନୀଭୂତ ହେବା ସହ ୩୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି ।

୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ

ସାକ୍ଷୀଗୋପାଳ,୨୩/୮(ଏସଏସନିୟୁଜ) ୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ । ଶାଶୁ, ଶଶୁର ଓ ନଣନ୍ଦ ମିଶିକି ମାରିଦେଲେ ଭଉଣୀକୁ ବୋଲି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କଭାଇ । ପ୍ରକାସ ଯେ, କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୋକୁଳା ନନ୍ଦ ରାଉତରାୟଙ୍କ ଝିଅ ଗାୟତ୍ରୀ(୩୪)କୁ କେଦାର ନାଥ ରାଉତରାୟଙ୍କ ପୁଅ କିଶୋର ( ମିଲନ) ବେଦିକରିତୀରେ ୨୦୧୪ ମସିହାରେ ଆବଶ୍ୟକିୟ ମୁତାବକ ଯୈାତୁକ ପ୍ରଦାନ କରି ବିବାହ ହୋଇଥିଲା ।ବାହାଘରର ୧୬ଦିନପରେ କିଶୋର […]

ବ୍ରାଉନସୁଗାର ସହ ଜଣେ ଗିରଫ

ଜଟଣୀ.୨୩/୮(ଏସଏସନିୟୁଜ) ଅବକାରୀ ବିଭାଗର ନିସ୍କ୍ରିୟତା ଯୋଗୁ ଜଟଣୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବ୍ୟପକ ଭାବେ ନିଶା କାରବାର ବୃଦ୍ଧି ପାଇଥିଲା ।ଜଟଣୀ ପୋଲିସ ଚଢଉକରି ସୋମବାରଦିନ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରି ତା ଠାରୁ ୧୧ ଗ୍ରାମ ବ୍ରାଉନସୁଗାର ଓ ନଗତ ୩୨,୫୦୦ ଟଙ୍କା ଜବତ କରି ତାକୁ କୋର୍ଟଚାଳଣ କରିଛି ।ସିଏ ହେଲା ବଡନୂଆଗାଁ ଅଞ୍ଚଳର ଅଜୟ ନାୟକ( ନନ୍ଦୁ ) ।ତେବେ ଗତକିଛିଦିନହେବ ଜଟଣୀ ଥାନା ନିଶାଡି ଓ ନିଶାବେପାରୀଙ୍କୁ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ | ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁନଥିବା ସ୍ଥାନ ରେ ରଖନ୍ତୁ !! ➡️”କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ !! ➡️”ତେଉତ୍ସାହିତ ହେବାର ଅଭିନୟ କରୁଥିବା ବ୍ୟକ୍ତି ହିଁ ଜଣେ ଚମତ୍କାର କଳାକାର ! ➡️”ସ୍ଥିର ତଥା ଏକାଗ୍ରତାର ସହ କାମ କଲେ ଏହାର ସମାଧାନ ଉତ୍ତମ ହେବା ସହ ସଫଳତା ମିଳିଥାଏ ବୋଲି ବୀଜ୍ଞ ବ୍ୟକ୍ତିଙ୍କ […]

ବନ୍ଧାହେଲେ ୫ ସରକାରୀ ବାବୁ

୧-ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ।ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ୨-ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା: ୫ ନୂଆ ମାଧ୍ୟମିକ ବୋର୍ଡ଼କୁ ରାଜ୍ୟ ସରକାରଙ୍କ ଅନୁମତି। ୩-ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲ:ବନ୍ଧାହେଲେ ୫ ସରକାରୀ ବାବୁ , ତହସିଲଦାରଙ୍କ ସମେତ ୪ RI ଗିରଫ, ଜମି ଜାଲିଆତି ମାମଲାରେ ଚଢଉ କଲା ଭିଜିଲାନ୍ସ। ୪-ଅଚାନକ କୋରାପୁଟ ସ୍କୁଲ ପରିଦର୍ଶନ […]