ସେପଟେମ୍ବର ୩୦ରେ ପିପିଲି ଉପ-ନିର୍ବାଚନ
ଭୁବନେଶ୍ୱର ୪/୯(ଏସଏସନିୟୁଜ) ସେପଟେମ୍ବର ୩୦ରେ ପିପିଲି ଉପ-ନିର୍ବାଚନ । ଉପନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୧୩ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଓ ୧୬ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୩୦ରେ ଭୋଟ ପରେ ଅକ୍ଟୋବର ୩ ତାରିଖରେ ଗଣତି ହେବ ବୋଲି ନିର୍ବାଚନ କମିସନ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜରିଆରେ ଏହି ଘୋଷଣା […]