ପାୱାର ଶୋ’ କଲେ ଶ୍ରୀମୟୀ
୧. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ୨. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍ ପରୀକ୍ଷା ଫଳ ପ୍ରକାଶିତ । ୩. ଶିଖର-ଆୟଶାଙ୍କ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ସୂଚନା ଦେଲେ ପତ୍ନୀ ଆୟଶା ମୁଖାର୍ଜୀ । ୪. ଆସନ୍ତାକାଲି ପୁଣି ବିଧାନସଭାରେ ଆସିବ ‘ଓବିସି’ ସଂରକ୍ଷଣ ସଂକଳ୍ପ । ୫. ଟି୨୦ ବିଶ୍ୱକପ୍ରେ […]