Browsing daily archive

September 24, 2021

ଆରପାରିରେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ ଦାସ

ଭୂବନେଶ୍ୱର,୨୪/୯(ଏସଏସନିୟୁଜ)ସାମ୍ବାଦିକତା ଜଗତର ବେଶ ଜଣାଶୁଣା ଚେହେରା ଅରିନ୍ଦମ ଦାସଙ୍କ ଜୀବନ ପାଣିର ସୁଅ ରେ ଚାଲିଗଲା । ମୁଣ୍ଡଳୀରେ ଓଡ୍ରାଫ ବୋଟ୍ ବୁଡି ଘଟଣାରେ ପ୍ରାଣ ହରାଇଛନ୍ତି ଅରିନ୍ଦମ । ମୁଣ୍ଡଳି ବ୍ରିଜ ନିକଟରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାପାଇଁ ଓଡ୍ରାଫ୍ଟ ଟିମ୍ ଯାଇଥିବାବେଳେ ସେ ଓ ତାଙ୍କ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସାଙ୍ଗରେ ଯାଇଥିଲେ । ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରିବାବେଳେ ପ୍ରଖର ସ୍ରୋତରେ ନିୟନ୍ତ୍ରଣ ରକ୍ଷା କରିବା ସମ୍ଭବ ହେଇନଥିଲା । ଏହି […]

ଫସିଲା ହାତୀଛୁଆ

ଆଠଗଡ଼,୨୪/୯(ଏସଏସନିୟୁଜ)ମହାନଦୀରେ ଫସିଛି ହାତୀ ଛୁଆ । ନଦୀପାର ହେଉଥିବାବେଳେ ମହାନଦୀର ମୁଣ୍ଡଳୀବ୍ରିଜ ଶେଷଭାଗ ପାଟେଣିଗାଁ ପାଖପାଣିରେ ଫସିଯାଇଛି ।ଯିବାପାଇଁ ଚେଷ୍ଟାକରୁଥିଲେ ମଧ୍ୟ ୍‌ଯାଇପାରୁନାହିଁ ।ଆଠଗଡଜଙ୍ଗଲରୁ ଚନ୍ଦାକଜଙ୍ଗଲକୁ ଫେରୁଥରବାବେଳେ ନଦୀପାର ସମୟରେ ଏପରି ଅଘଟଣ ଘଟିଥିବାର ଜଣାପଡିଛି ।ଏହାସହ ନଦୀପାର ହେଉଥିବାବେଳେ ହାତୀପଲ୍ଲ ମଧ୍ୟରୁ ଆଉ ୨ଟି ହାତୀ ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି।ଖବରପାଇ ଅଗ୍ନିଶମବାହିନୀ ଓ ବନ ବିଭାଗ କର୍ମଚାରୀମାନେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି […]

ଆଜିର ଅନୁଚିନ୍ତା

🦋ଅହଙ୍କାର ଏକ ଏଭଳି ବିଧ୍ୱଂସୀ ଶବ୍ଦ ଯାହାକି ଦୁନିଆଁ/ସଂସାର/ଜଗତର ସମ୍ପର୍କ ପରି ମହାନତାକୁ ଅନାୟାସରେ ଧ୍ୱଂସ କରି ନଷ୍ଟ ଭ୍ରଷ୍ଟ କରିଦିଏ । 🦋ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପ୍ରତିଭା ଥାଏ, କିନ୍ତୁ ସେମାନେ ଅନ୍ୟମାନଙ୍କ ପରି ହେବାକୁ ଯାଇ ପ୍ରାୟତଃ ଏହାକୁ ନଷ୍ଟ କରନ୍ତି । 🦋ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ ଏହା ପାହାଡରୁ ବାହାରିବା ପରେ କାହାରିକୁ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ? […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୪ ତାରିଖ ୨୦୨୧ ମସିହା(ଶୁକ୍ରବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ତୃତୀୟା,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଚତୁର୍ଥୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ମୂଳା ଭକ୍ଷଣ ନିଷେଧ। ମେଷ :-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ […]