Browsing monthly archive

September 2021

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୩ ତାରିଖ ୨୦୨୧ ମସିହା(ସୋମବାର)ଭାଦ୍ରମାସ-ଶୁକ୍ଳପକ୍ଷତିଥି-ସପ୍ତମୀ,ନକ୍ଷତ୍ର- ଅନୁରାଧା,ମିଥୁନ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ,ନଡ଼ିଆ ଭକ୍ଷଣ ନିଷେଧ । ମେଷ:=ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ବୃଷ:=ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ […]

ଆଜିର ଅନୁଚିନ୍ତା

ଆଜିର ସୁ-ବିଚାର 🦋 ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।🦋ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ। 🦋ପକୃତ ସଚ୍ଚୋଟ ଲୋକ କଥା ରେ ନୁହେଁ, କାମରେ କରି ଦେଖେଇଥାନ୍ତି..। 🦋କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ 🦋ସଂସାରରେ ମନୁଷ୍ୟ ହିଁ ଏକମାତ୍ର […]

ଭୁବନେଶ୍ବର ଅବସ୍ଥା ବେହାଲ

୧. ଜାତୀୟ ସିନିୟର ମହିଳା ହକି ଶିବିର : ଓଡ଼ିଶାରୁ ୫ ଜଣ । ୨. ପ୍ରବଳ ରୁ ପ୍ରବଳ ବର୍ଷା ହେବ,ସାତ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପୁରୀ , ଖୋର୍ଦ୍ଧା , କଟକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ଢେଙ୍କାନାଳ ଓ ନୟାଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବେଇ ରେଡ୍ ୱାର୍ଣ୍ନି ଜାରି କରିଛି । ୩. ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, […]

୫ଟଙ୍କା ପାଇଁ ନିସ୍ତୁକ ପିଟିଲେ,ଭାଇରାଲ ହେଲା ଭିଡିଓ

କେନ୍ଦୁଝର, ୧୨/୯(ଏସଏସନିୟୁଜ) ହୋଟେଲ ମାଲିକଙ୍କ ଦବଙ୍ଗଗିରି ଏବେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ।ସାମାନ୍ୟ ୫ଟଙ୍କାପାଇଁ ଜଣେ ଗ୍ରାହକକୁ ବିଚ୍ ରାସ୍ତାରେ ହୋଟେଲ ମାଲିକ ଓ ପୁଅ ମିଶି ନିସ୍ତୁକ ପିଟିଛନ୍ତି ।ଏହିଭଳିଘଟଣା ଘଷିପୁରା ଥାନା ଅଧିନସ୍ଥ ଲକ୍ଷ୍ମୀବଜାରରେ ଘଟିଛି ।ଏହି ହୋଟେଲକୁ ପୋଡ଼ାଖମଣ ଗ୍ରାମର ଜିତେନ୍ଦ୍ର ଦେହୁରୀ ନାମକ ବ୍ୟକ୍ତି ଖାଇବାକୁ ଯାଇଥିଲେ। ଖାଇସାରିବାପରେ ଖାଇବାବିଲ ୪୫ଟଙ୍କାରୁ ୪୦ଟଙ୍କା ଦେଇ ଅବଶିଷ୍ଟାଂଶ ୫ଟଙ୍କା ରାତିରେ ଦେବାକୁ ଜିତେନ୍ଦ୍ର କହିଥିଲେ ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ […]

ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ବର,୧୨/୯(ଏସଏସନୟୁଜ)ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିବା ପତିତବପାବନ ପୃଷ୍ଟିଙ୍କୁ କେତେକ ଦୁର୍ବୁତ୍ତ ଉତ୍ତରା ଛକ ନିକଟରୁ ଗତକାଲି ରାତି ୧୦ଟାରେ କିଛି ଦୁର୍ବୃତ୍ତ ମାଡ଼ ମାରି ଅପହରଣ କରିନେଇଥିବା ନେଇ ପତିତପାବନଙ୍କ ପତ୍ନୀ ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କିଛି ଲୋକ ଛୁରୀରେ ଆକ୍ରମଣ କରିବା ସହ ଫୋନ ଓ ଟଙ୍କା ଛଡ଼ାଇ ନେଇଯାଇଥିବାବେଳେ ପାଖରେ ଥିବା ଆଉ ଏକ ଫୋନରୁ ସେ ଜଣାଇଥିଲେ । ପରିବାରପକ୍ଷରୁ ଖୋଜାଖୋଳି କରିଥିଲେ ମଧ୍ୟ […]

ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ବର,୧୨/୯(ଏସଏସନୟୁଜ) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇଛି ।ଲଘୁଚାପରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଥିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ଏହାର ପ୍ରଭାବରେ ୨୪ ଘଣ୍ଚା ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବା ସହ ଭୁବନେଶ୍ବର ଓ କଟକରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି ।

ନିଆଁରେ ଘିଅ ଢାଳିଲେ ସାଂସଦ

୧-ମା ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ । ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨-ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ । ୩-ନୂଆଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା, ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି । ୪-ଦାଖଲ-ଖାରଜ ବା ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ । ୫-ଏକ ଅପ୍ରତ୍ୟାଶିତ ରାଜନୈତିକ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯଦି ସେବକ ସୁଖ ଚାହେଁ, ଭିକାରୀ ମାନ ଚାହେଁ,ବ୍ୟସନୀ ଧନ ଚାହେଁ, ବ୍ୟଭିଚାରୀ ମୁକ୍ତି ଚାହେଁ,ଲୋଭୀ ଯଶ ଚାହେଁ ତେବେ ଧରିନେବାକୁ ହେବ ଯେ ଏ ସମସ୍ତେ ଆକାଶରୁ ଦୁଗ୍ଧ ଦୋହନ କରିବାକୁ ଚାହୁଁଛନ୍ତି !! ➡️”ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ..ଯେବେ ସେ ନିଶାରେ ଥାଏ।ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ !! ➡️”କୌଣସି ପୁସ୍ତକର ନିୟମ ଅନୁସାରେ ମୋ ଜୀବନକୁ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୨ ତାରିଖ ୨୦୨୧ ମସିହା(ରବିବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ଷଷ୍ଠୀ,ମେଷ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନିମ୍ବ ତାଳ ଭକ୍ଷଣ ନିଷେଧ। ମେଷ := ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ: =ସପ୍ତାହରୁ ଚ଼ାଲି ଆସୁଥିବା […]

ବନ୍ଧାହେଲେ ଜିଆରଏସ୍‌

ବାରଙ୍ଗ,୧୧/୯(ଏସଏସନିୟୁଜ)ଭୁବନେଶ୍ବର ବ୍ଲକ ଅଧିନସ୍ଥ ଦାଢାପଞ୍ଚାୟତର କାର୍ଯ୍ୟନିର୍ବାହୀ  ଅଧିକାରୀ (ପିଇଓ)ଙ୍କୁ ମାଡ ମାରିବା ଓ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ଅଭିଯୋଗରେ ପଞ୍ଚାୟତ ଜିଆରଏସ୍ ସୁନାକର ଜେନାଙ୍କୁ ନନ୍ଦନକାନନଥାନାପୋଲିସ ଶନିବାରଦିନ ଗିରିଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ଦାଢାପଞ୍ଚାୟତର ପିଇଓ ଯୋଗେନ୍ଦ୍ର ବେହେରାଙ୍କୁ ନରେଗା(ଏନଆରଜିଏସ) କାର୍ଯ୍ୟର ମିଥ୍ୟା ବିଲ କରିବାକୁ ପଞ୍ଚାୟତ ଜିଆରଏସ୍ ସୁନାକର ଜେନା ବାରମ୍ବାର ବାଧ୍ୟ କରିଥିଲେ।ଏଥିରେ କାର୍ଯ୍ୟନିର୍ବାହୀ  ଅଧିକାରୀ ରାଜି ନ ହେବାରୁ ଜିଆରଏସ୍ ଗତ ଶନିବାର ଦିନ ପଞ୍ଚାୟତ କାର୍ଯ୍ୟଳୟରେ […]