ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ପରିବାର ଲୋକେ
ମାଲକାନଗିରି,୨୯/୯(ଏସଏସନିୟୁଜ)ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବାପାଇଁ ରାସ୍ତା ସାଜିଥିଲା ବାଧକ ।ଆସିପାରିନଥିଲା ଆମ୍ବୁଲାନ୍ସ ।ବାଧ୍ୟହୋଇ ପରିବାର ଲୋକ ୧୦ କିଲୋମିଟର ବାଟ ଖଟିଆରେ ଗର୍ଭବତୀ ମହିଳାଙ୍କୁ ବୋହିନେଇଯାଇଥିଲେ ।କିନ୍ତୁ ଆମ୍ବୁାଲନ୍ସ ପାଖକୁ ଯିବାପୁର୍ବରୁ ମହିଳାଙ୍କ ପ୍ରସବ ବେଦନା ହେବା ପରେ ସେଠାରେ ହିଁ ଖଟିଆ ରଖି ପରିବାରଲୋକଙ୍କ ସହାୟତାରେ ତାଂକର ଡେଲିଭେରି କରାଯାଇଥିଲା ।ପରେ ନବଜାତ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସସ ପର୍ୟ୍ୟନ୍ତ ନେବା ପରେ ମେଡିକାଲକୁ ନିଆଯାଇଥିଲା ।ଏହିଭଳିଚିତ୍ର ମାଲକାନଗିରି ସ୍ବାଭିମାନ ଅଂଚଳର ସୀମାନ୍ତ ଆନ୍ଧ୍ର […]