ବାଇକ୍ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଧରିଲା ଗୋପ ପୁଲିସ
ଗୋପ, ୨୮/୧୦(ଏସଏସନିୟୁଜ)ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଲୋକମାନେ ଧରି ଉତମମଧ୍ୟମ ଦେଇ ପୋଲିସକୁ ଧରାଇଦେଲେ ।ଏହାପରେ ପୋଲିସ ପଚରାଉଚରା ବେଳେ ମାନିବା ସହ ସେମାନଙ୍କଠାରୁ ୮ଟି ବାଇକ ସହ ତାଙ୍କର ଅନ୍ୟଦୁଇ ସହ ଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ଗୋପଥାନା ପୋଲିସ । ଗୋପ ଥାନା ଅଧିନ ନାଗପୁର ବଜାରରେ ଗତ ୨୫ ତାରିଖ ସନ୍ଧ୍ୟା ରେ ଦୁଇ ଜଣ ବାଇକ୍ ଚୋର ଏକ ବୁଲେଟ୍ରେ ଚାବି ଭର୍ତି କରୁଥିବାବେଳେ ବ୍ୟବସାୟୀମାନେ ଧରି ପୋଲିସକୁ ଜିମା […]