Browsing monthly archive

November 2021

ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୧୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ବରଗଡରେ ପ୍ରାୟ ୩୦୦ […]

ମାଛ ଜାଲରୁ ଊଦ୍ଧାର ହେଲା ଅଜଗର

ବ୍ରହ୍ମପୁର, ୧୩/୧୧(ଏସଏସନିୟୁଜ) ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ନିକଟରେ ଥିବା ଡି୍ ସନ୍ ହେଚେରୀ ପରିସରରେ ମାଛ ଜାଲରେ ପଡିଥିବା ୪ଫୁଟଲମ୍ବର ଅଜଗର ସାପକୁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରୁ ଖାଦ୍ୟ ଅନ୍ୱେଷଣରେ ଆସି ଜାଲରେ ଅଜଗର ସାପଟି ପଡି ଛନ୍ଦି ହୋଇ ବାହାରିବାକୁ ଚେଷ୍ଟା କରି ସାପଟି ବିଫଳ ହୋଇଥିଲା । ହେଚେରୀ ମ୍ୟାନେଜରଙ୍କଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନର ଦୁଇଜଣ ସଦସ୍ୟ ଆସି ସାପଟିକୁ ଜାଲରୁ […]

ମର୍ଣ୍ଣିଂୱାକ୍ ସୁଯୋଗରେ ଘରେ କଳାକନା ବୁଲାଇଲେ ଦୁର୍ବୁତ

ଭୁବନେଶ୍ବର, ୧୩/୧୧(ଏସଏସନିୟୁଜ) ମର୍ଣ୍ଣିଂୱାକ୍ ସୁଯୋଗରେ ଘରେ କଳାକନା ବୁଲାଇଲେ ଦୁର୍ବୁତ ।ଘରଭିତରୁ ୬୫ ହଜାର ଟଙ୍କା ନେଇ ପଳାଇଥିଲେ ।ଏହି ଘଟଣା ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ କେ-୪ ସ୍ଥିତ ୧୦୪୯ନଂ ପ୍ଲଟରେ ଘଟିଛି । ଶୁକ୍ରବାର ଦିନ ସକାଳୁ ସୌମ୍ୟରଞ୍ଜନ ଜେନା ମର୍ଣ୍ଣିଂ ୱାକ୍‌ରେ ଯିବାସହ ଘରରଚାବି ଜୋତା ଷ୍ଟାଣ୍ଡରେ ଲୁଚାଇ ଚାଲିଗଲେ। ୧ ଘଣ୍ଟାପରେ ଫେରିବା ବେଳକୁ କବାଟ ଖୋଲା ଥିବା ଦେଖି ବ୍ୟତିବ୍ୟସ୍ତ ହୋଇ ଚାବି ଖୋଜିାବବେଳେ ଚାବି ନଥିବାର ଜାଣିବାକୁ ପାଇଥିଲେ […]

ପୁଣି ଲଘୁଚାପ

ଭୁବନେଶ୍ୱର, ୧୩/୧୧(ଏସଏସନିୟୁଜ)ପୁଣି ଆସୁଛି ଆଉ ଏକ ଲଘୁଚାପ । ଶନିବାର ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୧୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ବୋଲି ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

ଗିରଫହେଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି

ଭୁବନେଶ୍ୱର,୧୩/୧୧(ଏସଏସନିୟୁଜ) ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା ।ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଭଟଲିରୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଏହାସହ ବରଗଡ଼ରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ ଓ ପଦ୍ମପୁରରୁ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ୮ଜଣ ନେତାଙ୍କୁ ପୁଲିସ୍ ଉଠାଇ […]

ଟ୍ୟାଙ୍କର ଓଲଟି ୨ ଶ୍ରମିକଙ୍କ ଜୀବନ ଚାଲିଗଲା

କେନ୍ଦୁଝର,୧୩/୧୧(ଏସଏସନିୟୁଜ) ପାଣି ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ଟ୍ୟାଙ୍କର ତଳେ ଚାପି ହୋଇଦୁଇଜଣ ଠିକା ଶ୍ରମିକ ରୁଗୁଡ଼ି ଥାନା କୋହ୍ଲରୋଇଡ଼ା ଗ୍ରାମର ସମର କାରୁଆ ଓ ଦମୟନ୍ତୀ ଓରାମଙ୍କ ମୃତ୍ୟୁ ଘଟିଛି।ଏହି ଘଟଣା ଶୁକ୍ରବାରସକାଳେ ଯୋଡ଼ା ଖଣିମଣ୍ଡଳର କଳିଙ୍ଗ କାରଖାନା ଅଧୀନ ରୋଇଡ଼ା-ସି ଖଣିରେ ଘଟିଛି । ୫ ଘଣ୍ଟାକାଳ ଗାଡ଼ି ତଳେ ଚାପି ହୋଇ ଛଟପଟ ହୋଇ ଜୀବନ ଚାଲି ଯାଇଥିଲା। ଏହାକୁ ନେଇ ଖଣିରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ […]

୧ରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

କୋଣାର୍କ,୧୩/୧୧(ଏସଏସନିୟୁଜ) ସବୁ ବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ସହ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ ।ଏଥିପାଇଁ ପର୍ଯ୍ୟଟନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପଦାଧିକାରୀମାନେ ଉପସ୍ଥିତ ରହି ବିଭିର୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।ତେବେ ପତ୍ୟେକଦିନ ଗଣଦୌଡ଼, ସାଇକ୍ଳୋଥନ୍ ଓ ସାହିତ୍ୟ ଆସର ଭଳି ବିଭିର୍ଣ […]

ଆଜିର ଅନୁଚିନ୍ତା

,🦋ସଡକ ସିଧା ହୋଇନଥାଏ କିଛି ସମୟ ପରେ ମୋଡ଼ ନିଶ୍ଚିତ ଆସିଥାଏ, ଜୀବନ ବି ସଡ଼କ ସଦୃଶ ଅଟେ, ଧର୍ଯ୍ୟର ସହିତ ଚାଲ ଭଲ ସମୟ ନିଶ୍ଚିତ ଆସିବ । 🦋ମନ ସମସ୍ତଙ୍କର ଭଲ ହୋଇଥିଲେ ବି ଭାଗ୍ୟଟା ସମସ୍ତଙ୍କର ଭଲ ହୋଇନଥାଏ । 🦋ଯେଉଁ ମଣିଷ ସତ୍ୟକୁ ଭଲ ପାଏ , ସତ୍ୟର ପଥରେ ଚାଲିଥାଏ , ସେହି ମନୁଷ୍ୟକୁ ଈଶ୍ବର ସର୍ବାଧୂକ ପରୀକ୍ଷା ନେଇଥାନ୍ତି ଦୁଃଖ କଷ୍ଟ ଦେଇଥାନ୍ତି କିନ୍ତୁ ପ୍ରତିଟି ପରିସ୍ଥିତିରେ ମଣିଷ […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ନଭେମ୍ବର ମାସ ୧୩ ତାରିଖ ୨୦୨୧ ମସିହା(ଶନିବାର)ମାସ- କାର୍ତ୍ତିକ,ପକ୍ଷ- ଶୁକ୍ଳ,ତିଥି- ଦଶମୀ,ନକ୍ଷତ୍ର- ଶତଭିଶ,ବୃଷ, ଚନ୍ଦ୍ର ଶୁଦ୍ଧି- ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି ର ଘାତ ଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିଷିଦ୍ଧ ଖାଦ୍ୟ- କଳମ୍ବୀ ନିଶାନ୍ତ ଘ ୦୫-୪୫ମି ଗତେ ଆମିଷ ଭକ୍ଷଣ ନିଷେଧ।👉🏿ମେଷ: ଆୟଯୋଗ👉🏿ବୃଷ: ଭ୍ରମଣ ଯୋଗ👉🏿ମିଥୁନ: ଅସହାୟ ଯୋଗ👉🏿 […]

ବିନା ଭକ୍ତରେ ଶେଷ ହେଲା ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ

ସାକ୍ଷୀଗୋପାଳ,୧୨/୧୧(ଏସ ଏସ ନିୟୁଜ) ପ୍ରଭୁ ସାକ୍ଷୀଗୋପୀନାଥ ଦେବଙ୍କ ନଟବର ବେଶ ସାଙ୍ଗକୁ ମା ‘ଶ୍ରୀ ରାଧାଙ୍କର ଓଡିଆଣୀ ବେଶ ଅନୁଷ୍ଠିତ ହୋଇଯାଇଛି ।ମହା କାର୍ତ୍ତିକ ମାସରେ ବର୍ଷକୁ ଗୋଟିଏ ଦିନ ତଥା ନବମୀ ତିଥୀରେ ଏହି ଦୁର୍ଲ୍ଲଭ ଦର୍ଶନର ସୁଯୋଗ ଭକ୍ତ ମାନଙ୍କୁ ମିଳିଥାଏ।କିନ୍ତୁ କୋଭିଡ ପାଇଁ ସବୁ ଫିକା ପଡିଗଲା।ଲକ୍ଷଲକ୍ଷ ଭକ୍ତ ଏହି ଦୁର୍ଲଭ ଦର୍ଶନରୁ ବଂଚିତ ହୋଇଥିଲେ।ଭିଡ଼ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ନିକଟରେ ୧୪୪ ଜାରି କରାଯାଇଥିଲା।ଫଳରେ ବିନା […]