Browsing monthly archive

November 2021

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ସଫଳତା ନାମକ ଗାଡି କଠିନ ପରିଶ୍ରମ ନାମକ ଚକଦ୍ବାରା ଚାଲିଥାଏ କିନ୍ତୁ ଯାତ୍ରା ସେତେବେଳେ ଅସମ୍ଭବ ଯେବେ ଗାଡିରେ ଆତ୍ମବିଶ୍ବାସ ନାମକ ଇନ୍ଧନ ନ ପଡିଛି !! ➡️”ଖୁସିରେ ରହିବାକୁ ହେଲେ ଯେଉଁଟା ଆତ୍ମା କହୁଛି ସେଇଟା କର ,ଦୁନିଆର କଥାକୁ ଭୟ କର ନାହିଁ, କାହିଁକି ନା ଦୁନିଆ କେବଳ କହିଥାଏ କେବେ କିଛି ଦେଇ ନ ଥାଏ !!” ➡️”ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ […]

ଆଜିର ରାଶିଫଳ

ନଭେମ୍ବର ମାସ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)କାର୍ତ୍ତିକ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ,ବିଛା,ଧନୁ ଓ ମୀନ ରାଶିର ଘାତବାର,ପ୍ରତିପଦର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ,ବୋଇତିକାଖରୁ ଭକ୍ଷଣ ନିଷେଧ । ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା […]

ଦୀପାବଳି ରାତିରେଏମାନେ ନଜର ଆସିଲେ ହୋଇଯିବେ ମାଲାମାଲ !

ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ, ନଜର ଆସିଲେ ହୋଇପାରନ୍ତି ମାଲାମାଲ.ଯାହା ଜନଶୃତି ରହିଛି ।ସେଇକଥାକୁ ଆଧାରିତ କରି ଆମର ଉପସ୍ଥାପନା, ଆସନ୍ତୁ ଜାଣିବା ସେଗୁଡିକ କଣ? ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି। ଦୀପାବଳି ପାଇଁ ବହୁତ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ। ମା’ ସ୍ୱାଗତ ପାଇଁ ଲୋକେ ଘର ସଫାସୁତୁରା କରିଥାନ୍ତି। ଦୀପାବଳିକୁ ନେଇ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଗୋଟିଏ ଭୂଲ ଅନେକ ଭୂଲ କରିବା ପାଇଁ ବାଧ୍ୟ କରାଏ କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଏ । ନିଷ୍ପତ୍ତି ଆମ ହାତରେ ➡️”ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ ଆଉ ସବୁ ଦୁଃଖକୁ ଦୁଃଖ ମଧ୍ୟ ଭାବନ୍ତୁ ନାହିଁ , ଯଦି ଏ ଦୁନିଆରେ ବଞ୍ଚିବାର ଅଛି ତେବେ ନିଜକୁ କେବେହେଲେ କାହାଠାରୁ କମ୍ ଭାବନ୍ତୁ ନାହିଁ !! ➡️”କେବେବି ନିଜକୁ ଛୋଟ ମନେ […]

ଭିତରେ ମନ୍ତ୍ରୀ, ବାହାରେ ତାଲା

୧-କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଉତ୍ପାଦ ଶୁଳକ ହ୍ରାସ କଲେ ସରକାର ୨-ମୋଦୀ ସରକାରଙ୍କ ପରେ ନୀତିଶ ଦେବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଶ୍ଵସ୍ତି, କମ୍ କରିବେ ଭାଟ୍ । ୩-ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ । ୪-ଦୀପାବଳି ପରେ ଷଷ୍ଠ ଓ ସପ୍ତମ କ୍ଲାସ, ନୂଆବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ । […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏 ନଭେମ୍ବର ମାସ ୦୪ ତାରିଖ ୨୦୨୧ ମସିହା(ଗୁରୁବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ,ଦୀପାବଳୀ,ତୁଳା ଓ କୁମ୍ଭ ରାଶିର ଘାତବାର,ଅମାବାସ୍ୟା ର ସ।ମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ବିରି ଆମିଷ ଭକ୍ଷଣ ନିଷେଧ ।👉🏿ମେଷ: ବନ୍ଧୁ ସୁଖ👉🏿ବୃଷ: ଶତ୍ରୁ ଭୟ👉🏿ମିଥୁନ: ପରାମର୍ଶ👉🏿 କର୍କଟ: ପ୍ରତିରୋଧ👉🏿 ସିଂହ: ଉଚ୍ଚ ଆଶା👉🏿 କନ୍ୟା: ଦ୍ବିଧାଭାବ👉🏿 ତୁଳା: ଶ୍ରୀ ଚନ୍ଦ୍ର👉🏿 ବିଛା: ପ୍ରତାରଣା👉🏿ଧନୁ: ଅଳ୍ପଆୟ🤙🏿 ମକର : କର୍ମଚଞ୍ଚଳ👉🏿 କୁମ୍ଭ : ଆଶ୍ୱସ୍ତି👉🏿 ମୀନ: ଦୁଃଖ କଷ୍ଟ ମେଷ-ଆଜି ବନ୍ଧୁଙ୍କ […]

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୩/୧୧(ଏସଏସନିୟୁଜ)ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି […]

ଦୀପାବଳିରେ ସିନ୍ଦୁର ଓ ସୋରିଷ ତେଲ ଲଗାଇଲେ କୋପଦୃଷ୍ଟିରୁ ରକ୍ଷା ମିଳେ

ଦୀପାବଳିରେ ସିନ୍ଦୁର ଏବଂ ସୋରିଷ ବ୍ୟବହାର କରି କିକି ପ୍ରକାର ଅସୁବିଧାକୁ ଦୁର କରିପାରିବା ଆସନ୍ତୁ ଜାଣିବା? ହିନ୍ଦୁ ଧର୍ମ ଶାସ୍ତ୍ରରେ ସିନ୍ଦୁର ଓ ସୋରିଷ ତେଲର ମହତ୍ତ୍ୱ ରହିଛି । ଦୀପାବଳିରେ ସିନ୍ଦୁର ଓ ତେଲ ବ୍ୟବହାର କରି ଘରର ବାସ୍ତୁ ଦୋଷ ଦୂର କରିପାରିବା ସହ ମା ଲକ୍ଷ୍ମୀ, ପ୍ରଭୁ ହନୁମାନ ଓ ଶନି ଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇପାରିବ । ଦୀପାବଳିରେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲ ଏବଂ ସିନ୍ଦୁର […]

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ବର, ୩/୧୧(ଏସଏସନିୟୁଜ)ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବାନେଇ ଘୋଷଣା କରିଛନ୍ତି।କେଉଁ କାରଣରୁ ସେ ଇସ୍ତପା ଦେଇଛନ୍ତି ତାହା ଜଣାପଡିନଥିବାବେଳେ ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ବୀରମହାରାଜପୁରରୁ ୨ ଥର ଓ ଆଠମଲ୍ଲିକରୁ ୨ ଥର ଜିତିଥିଲେ । ବିଜେଡିରୁ ମୋଟ ଚାରିଥର ବିଧାୟକ ଭାବେ ଜିତିଥିଲେ ସଂଜୀବ । ଗତ ନିର୍ବାଚନରେ ବିଜେଡି ସଂଜୀବଙ୍କୁ ଟିକେଟ ଦେଇନଥିଲା […]

ଧାନବିଲରେ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଭୁବନେଶ୍ବର, ୩/୧୧(ଏସଏସନିୟୁଜ)ବିଲରେ ଧାନ କାଟୁଥିବାବେଳେ ଦନ୍ତାହାତୀ ଆକ୍ରମଣ କରିଥିଲା । ଦନ୍ତା ହାତୀଟି ଗୋଡେଇ ଶୁଣ୍ଢରେ ଧାନବିଲରେ ପାଦରେ ଦଳି ଦେଇଥିଲା।ଫଳରେ ଘଟଣାସ୍ଥଳରେ ଫୁଲମଣୀ ମୁଣ୍ଡା ଲୁହୁରା ନାମକ ୬୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲ । ରାଉରକେଲା କ. ବଲାଙ୍ଗ ରେଞ୍ଜ ଆମରୁଡ଼ି ଗାଁରେ ଏହି ଘଟଣା ଘଟିଛି ।ଏହି ଖବର ଜଣାପଡିବାପରେ ଗ୍ରାମରେ ଉତେଜନା ଦେଖାଯିବା ସହ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀ କରାଯାଇଛି ।