୩ ଜଣଙ୍କୁ ଯାଜପୁରରୁ ଗିରଫ କଲା ପୁଲିସ
ଆରଡି, ୩/୧୧(ଏସଏସନିୟୁଜ) ଏଟିଏମ ଲୁଟ୍ ଘଟଣାରେ ପୋଲିସ ୩ଜଣଙ୍କୁ ଯାଜପୁରରୁ ଗିରଫ କରି ପଚରାଉଚରା କରୁଛି । ଶନିବାର ବିଳମ୍ବିତ ରାତିରେ ଆରଡିପୀଠ ପ୍ରବେଶପଥ ନିକଟରେ ଥିବା ଏସବିଆଇ ପରିସରରୁ ଏଟିଏମରୁ ଲୁଟ୍ କରିବାକୁ ଉଦ୍ୟମ ହୋଇଥିଲା । କିଛି ଦୁର୍ବୃତ୍ତ ଗ୍ୟାସ କଟର ଦ୍ବାରା ଏଟିଏମ ମେସିନକୁ କାଟି ଟଙ୍କା ଲୁଟ ଉଦ୍ୟମ କରିବା ସହ ୩ଟି ସିସିଟିଭି କ୍ୟାମେରା ଓ ଆଲାରାମକୁ ଭାଙ୍ଗି ଦେଇଥିଲେ। ଟଙ୍କା ଲୁଟ ନକରିପାରି ଗୋଟିଏ ଗ୍ୟାସ ସିଲିଣ୍ଡର ଓ […]