ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଖୋଲିବ
ଭୁବନେଶ୍ବର,୩/୧୧(ଏସ ଏସ ନିୟୁଜ)ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ହେଲେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
Browsing monthly archive
ଭୁବନେଶ୍ବର,୩/୧୧(ଏସ ଏସ ନିୟୁଜ)ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ହେଲେ କେବେ ଖୋଲିବ ସେ ନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ବାରଙ୍ଗ,୨/୧୧(ଏସଏସନିୟୁଜ)ନନ୍ଦନକାନନର ସିଂହସଫାରୀ ୩ତାରିଖବୁଧବାର ଠାରୁ ୬ତାରିଖ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସିଂହସଫାରୀରର ରାସ୍ତା ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଛି ।ଯାହାଫଳରେ ପର୍ଯ୍ୟଟକମାନେ ସିଂହସଫାରୀ ପରିବର୍ତେ ଅନ୍ୟ ୩ଟି ତୃଣଭୋଜି,ଭାଲୁ ଓ ବାଘ ସଫାରୀ ଦେଖି ମଜ୍ଜା ଉଠାଇପାରିବେ ।ସେହିଭଳିଭାବେ ଉଦ୍ଘାଟନ ହେବାଠାରୁ ଏକପ୍ରକାର ଯାନ୍ତ୍ରିକ ତୃଟି ଦେଖାଦେଇଥିବା ଶିଶୁରେଳଗାଡିର ମରାମତି କାମ ଏକପ୍ରକାର ସରିଛି ।ଏହାକୁ ଅନୁଧ୍ୟାନ କରିବାପାଇଁ ଆଉ ୪ଦିନ ସମୟ ଶିଶୁରେଳଗାଡି ଯୋଗାଇଥିବା ସଂସ୍ଥା ନେଇଛି ବୋଲି […]
ଓଡ଼ଗାଁ,୩/୨୧(ଏସ୍ଏସ୍ନିୟୁଜ) ସ୍ତ୍ରୀର ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା । ଓଡ଼ଗାଁ ଥାନା ଅନ୍ତର୍ଗତ ଦଲକ ସାହିର ବବି ପ୍ରଧାନ ନାମକ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମା ମଂଜୁ ନିଜ ଜ୍ୱାଇଁ ଗଣେଶବାରିକ ଝିଅର ତଣ୍ଚିଚିପି ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଅଭିଯୋଗ ପାଇବାପରେ ଏକ ମାମଲା ରୁଜୁ କରି ମୃତ ଦେହକୁ ଜବତ କରି ବ୍ୟବଛେଦ କରିଥିବା ଜଣା ପଡିଛି।ମଶାବାରୀ ଗ୍ରାମର ଗଣେଷ ବାରିକଙ୍କୁ ବବି ପ୍ରଧାନ ବିବାହ କରିଥିଲେ। […]
ଜଟଣୀ, ୨/୧୧(ଏସ୍ଏସ୍ନିୟୁଜ) ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଉଲଂଘନ କରି ବାଣ ବିକୁଥିବା ଅଭିଯୋଗରେ ପାତ୍ରପଡା ଜଗନ୍ନାଥ ପୁର ଅଞ୍ଚଳର ତିନୋଟି ବାଣ ଗୋଦାମକୁ ସିଲ କରିଛି ଜଟଣୀ ପୋଲିସ । ଚଳିତବର୍ଷ ଦୀପାବଳିରେ ସବୁଜ ବାଣକୁ ବିକ୍ରି ପାଇଁ ଅନୁମତି ମିଳିଥିବାବେଳେ ରାସାୟନିକ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି ।ତେବେ ବ୍ୟବସାୟୀମାନେ ସବୁଜ ବାଣ ବିକ୍ରି ନାଁରେ ଅନେକ ରାସାୟନିକ ବାଣ ବିକ୍ରି କରିଥିବାର ଅଭିଯୋଗ ଜଟଣୀଥାନାରେ ପହଁଚିଥିଲା । ପୋଲିସ ସଦଳବଳେ ଚଢଉ […]
ଭଞ୍ଜନଗର,୨/୧୧(ଏସଏସନିୟୁଜ)ଗାଙ୍ଗପୁର ଥାନା ପୋଲିସ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଳଣ କରିଛି । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ଜବତ କରିଛି । ଗାଁ ମଝିରେ ଟୁକୁନା ସ୍ବାଇଁ ନାମକ ଯୁବକଙ୍କୁ ମନରେଗା କାର୍ଯ୍ୟ ରେ ଟଙ୍କା ପଇସା କୁ କେନ୍ଦ୍ରକରି ଏହି ଯୁବକମାନେ ବୋମା ମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା ।
🦋ଜୀବନ ଏକ ମୁହୂର୍ତ୍ତରେ ବଦଳେ ନାହିଁ ମାତ୍ର ନିଷ୍ପତ୍ତି ଏକ ମୁହୂର୍ତ୍ତରେ ବଦଳେ,ନିଷ୍ପତ୍ତି ନେବା ପୂର୍ବରୁ ଜୀବନକୁ ଏକ ମୁହୁର୍ତ୍ତ ନୀରବ ନିଶ୍ଚଳ ଦେଖିବାକୁ ହେବ ଠିକ୍ ପାହାଡର ଧୈର୍ଯ୍ୟ ପରି ତେବେ ନିଷ୍ପତ୍ତି ନିଶ୍ଚୟ ବାସ୍ତବ ଖରସ୍ରୋତା ପାଲଟିଯିବ । 🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ । 🦋ଦୁଃଖ ଯନ୍ତ୍ରଣା ଯେଉଁ ମୁହୂର୍ତ୍ତରେ ଦେଖା ଦିଏ […]
🙏ମାଁ ପରମେଶ୍ବରୀ ନମଃ🙏ନଭେମ୍ବର ମାସ ୦୩ ତାରିଖ ୨୦୨୧ମସିହା (ବୁଧବାର)କାର୍ତ୍ତିକ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ,ବୃଷ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ,ବିରି ଭକ୍ଷଣ ନିଷେଧ।👉🏿ମେଷ: ଧୈର୍ଯ୍ୟ ବୃଦ୍ଧି👉🏿ବୃଷ: କାର୍ଯ୍ୟ ହାନି👉🏿ମିଥୁନ: ମନସ୍ତାପ👉🏿 କର୍କଟ: ପରିଶ୍ରମ👉🏿 ସିଂହ: ଲୋଭଗ୍ରସ୍ତ👉🏿 କନ୍ୟା: ସ୍ବାଧୀନ କାର୍ଯ୍ୟ👉🏿 ତୁଳା: ଚାତୁର୍ଯ୍ୟ👉🏿 ବିଛା: ବ୍ୟୟ ଯୋଗ👉🏿ଧନୁ: ପ୍ରାଧାନ୍ୟ🤙🏿 ମକର : ଉଚ୍ଚ ଆଶା👉🏿 କୁମ୍ଭ : ଧନକ୍ଷୟ👉🏿 ମୀନ: ପ୍ରୀତି ଲାଭ । ମେଷ:-ଆଜି କୌଣସି କାରଣ ରୁ ଆପଣ […]
୧-ଭୁବନେଶ୍ୱର: ବେଆଇନ ବାଣ ବିକ୍ରି ଜଗିବାକୁ ନିର୍ଦ୍ଦେଶ,ପେସୋର ଯାଞ୍ଚ ପରେ ସବୁଜ ବାଣ ବିକ୍ରି ଲାଇସେନ୍ସ ମିଳିବ। ୨-ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-2020 ପରୀକ୍ଷା ଫଳ।୬୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦୦୦ ଜଣ ହୋଇଛନ୍ତି କୃତକାର୍ଯ୍ୟ। ୩-ଓଡ଼ିଶାରେ ଜନଜାତିଙ୍କ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ କିସ୍ ଓ ୟୁଏନଡିପି,ବୁଝାମଣା ପତ୍ର ହେଲା ସ୍ବାକ୍ଷରିତ। ୪-କୁଚିଣ୍ଡା:ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ: BSKY ସ୍ମାର୍ଟକାର୍ଡ ବଣ୍ଟନ ବେଳେ […]
ପୁରୀ, ୨/୧୧(ଏସଏସନିୟୁଜ) ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀଶ୍ରୀମନ୍ଦିର ଲାଗି ୧୯୦.୨୬ କୋଟି ଟଙ୍କାର ବଜେଟ୍କୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅନୁମୋଦନ ମିଳିଛି।ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।ସେହିଭଳିଭାବେ ରାଜସ୍ବ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ। ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଟଙ୍କା ଆୟ ହେବାର ଆକାଳନ ହୋଇଛି। ଜମି […]
ଭୁବନେଶ୍ୱର,୨/୧୧(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ସାନଭାଇ ଲକ୍ଷ୍ମଣ ଜେନା ଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଆଜି ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । କଟକର ସିଡିଏ, ଧାନମଣ୍ଡଳ ଓ ଗରଦପୁର ବାସଭବନରେ ଚଢ଼ାଉ ହୋଇଥିଲା । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ପରେ ସରକାରୀ ଘରୁ ୫୦ ହଜାର ଟଙ୍କା ମିଳିଥିଲା ।ଏହାପରେ ତହସିଲଦାରଙ୍କ ନାମରେ ୫ରୁ […]