Browsing yearly archive

2021

ଗାନ୍ଧିଜୀଙ୍କ ପ୍ରତିମୂର୍ତୀ ଭାଙ୍ଗିଲେ ଦୁର୍ବୃତ

ବାରଙ୍ଗ,୨୨/୮(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ସାନମୁଣ୍ଡଳି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସରେ ଅନାବରଣ ହୋଇଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତୀକୁ କେହି ଦୁର୍ବୁତ ଭାଙ୍ଗିଦେଇଛନ୍ତି । ଶନିବାର ବିଲମ୍ବିତ ରାତ୍ରରେ କେହି ଅଜଣା ଦୃର୍ବୁତ ଗାନ୍ଧିଜୀଙ୍କ ପ୍ରତିମୂର୍ତୀକୁ ଭାଙ୍ଗି ଦେଇଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ।ଦୁର୍ବୁତମାନଙ୍କର ଏହି କାର୍ଯ୍ୟକୁ ବାରଙ୍ଗ ଅଂଚଳର ସଚେତନଶୀଳ ନାଗରିକମାନେ ଘୋର ନିନ୍ଦା କରିଛନ୍ତି ।ଗ୍ରାମ୍ୟକମିଟିର ସଦସ୍ୟମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ବିଷୟରେ ରବିବାରଦିନ ଗୋଡିସାହିଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୩ ତାରିଖ ୨୦୨୧ ମସିହା(ସୋମବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ନକ୍ଷତ୍ର- ଶତଭିଶ.ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍.ପାଣିକଖାରୁ ବୋଇତିକାଖରୁ ଭକ୍ଷଣ ନିଷେଧ । ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ। ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ […]

ଆଜିର ଅନୁଚିନ୍ତା

⚜ ମାଆ ଠାରୁ ବେଶି ପାଏ ଯିଏ ଭଲ ଡାହାଣୀ ଯେ ତାକୁ କହି, ଦୂରେଇ ରହିବ ତା’ ଠାରୁ ସର୍ବଦା ମିଛ ସତ କହି ⚜ବିଶ୍ବାସ, ଇଜ୍ଜତ ଓ ଜବାବ ଏହି ତିନୋଟି ଜିନିଷ ଜୀବନରେ ଠିକ୍ ରଖିଲେ ଦୁନିଆ ଆମକୁ ନିଶ୍ଚିତ ସମ୍ମାନ ଦେବ । ⚜ ନିଜ ଜୀବନକୁ କାହା ସହିତ ତୁଳନା କରନ୍ତୁ ନାହିଁ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ କୌଣସି ସମାନତା ନାହିଁ, ତଥାପି ଦୁହେଁ ନିଜ ନିଜ ସମୟରେ […]

ଆକ୍ସନ ମୋଡରେ ଦୁଇ କେନ୍ଦ୍ରମନ୍ତ୍ରୀ

୧-ସିନେମା ଷ୍ଟାଇଲରେ ଚାଲିଥିଲା କ୍ୟାସିନୋ । ସିଲ୍ ହେଲା ପେଣ୍ଟାଗନ ହୋଟେଲ, ସୁନ୍ଦରୀ ଯୁବତୀ ବାଣ୍ଟୁଥିଲେ ମଦ । ଜୁଆ ଖେଳରେ ମାତିଥିଲେ ସୁନା ବ୍ୟବସାୟୀ, ବିଲଡର ଓ ରାଜଧାନୀର ହାଇପ୍ରୋଫାଇଲ ଲୋକ । ୨-ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି ୩-କଣ୍ଟାବାଞ୍ଜିରେ କେନ୍ଦ୍ର ରେଲମନ୍ତ୍ରୀ: କହିଲେ ମୋ କଲମରେ କୌଣସି ପ୍ରକଳ୍ପ ବିଳମ୍ବ ହେବ ନାହିଁ, ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି […]

ଗହ୍ମାପର୍ବରେ ନଡିଆ ଲଢେଇ

ସାକ୍ଷୀଗୋପାଳ,୨୨/୮(ଏସଏସନିୟୁଜ) ଗହ୍ମାପୂ୍‌ର୍ଣ୍ଣମୀରେ ସାକ୍ଷୀଗୋପାଳର ବିଭିର୍ଣ ସ୍ଥାନରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା ଓ ଭିଁପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା […]

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ

ଭୁବନେଶ୍ୱର,୨୨/୮(ଏସଏସନିୟୁଜ) ଗତକାଲି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବର୍ଷୀୟାନ ନେତା କଲ୍ୟାଣ ସିଂହଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଜୁଲାଇ ୪ ତାରିଖରେ ସେ ଗୁରୁତର ହୋଇ ପଡିବାରୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ମଲ୍ଟି ଅର୍ଗାନ ଫେଲ୍ୟୁଅର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା […]

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର, ୨୨/୮(ଏସଏସନିୟୁଜ)କେନ୍ଦୁଝର ଜିଲ୍ଲା କାରାଗାରରେ କୀର୍ତ୍ତନ କିଷାନ(୬୭) ନାମକ ଜଣେ ବିଚାରାଧୀନ କଏଦୀଙ୍କ ଜେଲ ଭିତରେ ମୃତ୍ୟୁ ହୋଇଛି। ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗରେ ୨୦୧୮ ଡିସେମ୍ବର ୧୨ତାରିଖରୁ ବିଚାରାଧୀନ କଏଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲେ । ଶନିବାର ଚା ପିଇବାକୁ ଗ୍ଲାସ ନେଉଥିବା ବେଳେ ଗୋଡ ଖସି ଯିବାରୁ ପଡିଯାଇଥିଲେ । ମୁଣ୍ଡ ପଛପଟ କାନ୍ଥରେ ମାଡ଼ ହୋଇ ରକ୍ତଶ୍ରାବ ହୋଇଥିଲା । ଚିକିସ୍‌ାପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ […]

ଗୁଳିକାଣ୍ଡ ଦିବସ ପାଳିତ

ମାଲକାନଗିରି, ୨୨/୮(ଏସଏସନିୟୁଜ)ମାଥିଲି ଠାରେ ରହିଥିବା ସହିଦ ସ୍ତମ୍ଭ ଏବଂ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ଗୁଳିକାଣ୍ଡ ଦିବସ ପାଳନ କରାଯାଇଛି।ଜିଲ୍ଲାରେ ଉପସ୍ଥିତ ଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବୟନଶିଳ୍ପ ଓ ହସ୍ତତନ୍ତୁ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ

ଭଦ୍ରକ, ୨୨/୮(ଏସଏସନିୟୁଜ)ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କୁ ଆକ୍ରମଣ ହୋଇଥିବାର ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଯୁବକ ମାରଣାସ୍ତ୍ର ଦେଖାଇ ଭଦ୍ରକ କୋର୍ଟ ପରିସରରୁ ଉଠାଇ ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ନେଇଥିଲେ।ସେଠାରେ ସଂଘବଦ୍ଧ ଆକ୍ରମଣ କରିବା ସହିତ ପଦ ଛାଡ଼ିବାକୁ ଧମକ ଦେଇଥିଲେ। ସେଠାରୁ ଦୀର୍ଘ ସମୟ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ […]

ରାଜଧାନୀରେ ହାଇପ୍ରୋଫାଇଲ୍ ଜୁଆ ଆଡ଼ା ପର୍ଦ୍ଦାଫାସ୍ କଲା ପୋଲିସ

ଭୁବନେଶ୍ବର,୨୨/୮(ଏସଏସନିୟୁଜ) ରାଜଧାନୀର ଏକ ହୋଟେଲରେ ଫିଲ୍ମ ଷ୍ଟାଇଲରେ ଚାଲିଥିବା ଜୁଆ ଆଡ଼ାର ପର୍ଦ୍ଦାଫାସ୍ କରିଛି କମିସନରେଟ୍ ପୁଲିସ।ଏହାସହ ହାଇପ୍ରୋଫାଇଲ୍ ଗ୍ୟାଙ୍ଗର ୩ ଯୁବତୀ, ପେଣ୍ଟାଗନ୍ ବାର୍ ଓ ହୋଟେଲ ମାଲିକ ଅରବିନ୍ଦ ମିଶ୍ର ଓରଫ୍ ଅରୁ, ମଦ ବ୍ୟବସାୟୀ ପିଣ୍ଟୁ ମହାନ୍ତି, ବିଲ୍ଡରଙ୍କ ସମେତ ୧୩ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨ଲକ୍ଷ ୫୩ ହଜାର ୬୫୫ ଟଙ୍କା, ୧୮ ମୋବାଇଲ୍ ଫୋନ୍, ଦାମୀ କାର, ତାସ୍ ଆଦି ସାମଗ୍ରୀ ଜବତ କରିଛି ।ଲକ୍ଷ୍ମୀସାଗର ଥାନା ଅଧିନସ୍ଥ […]