ୟୁଏଇରେ ଖେଳାଯିବ ଆଇପିଏଲ୍ ର ଅବଶିଷ୍ଟ ମ୍ୟାଚ୍
ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ବିସିସିଆଇ ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବରରୁ : ୟୁଏଇରେ ଆରମ୍ଭ ହେବ ଆଇପିଏଲ୍-୨୦୨୧ର ଅବଶିଷ୍ଟ ମ୍ୟାଚ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବା ନେଇ ବିସିସିଆଇର ଭର୍ଚୁଆଲ୍ରେ ସ୍ପେଶାଲ ଜେନେରାଲ୍ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଷୟରେ ସୁଚନାଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା । ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ଆସନ୍ତା ସେପ୍ଟମ୍ବର-ଅକ୍ଟୋବର ମାସରେ […]