Browsing yearly archive

2021

ରାଜଧାନୀରେ ସୋମବାରଠାରୁ ସାବାଳକ ଟିକାକରଣ

ଈୁବନେଶ୍ୱର,୧/୫(ଏସଏସନିୟୁଜ) ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କ ଟିକାକରଣ । ଏଥିପାଇଁ ରେଜିଷ୍ଟ୍ରେସନ କରି ସିଡ୍ୟୁଲ କରିବା ପରେ ଟିକାକେନ୍ଦ୍ରକୁ ଲୋକମାନେ ଯାଇ ଟିକା ନେଇପାରିବେ । ୧୮ ରୁ ୪୪ ବର୍ଷ ମଧ୍ୟରେ ଯେଉଁ ମାନେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଟିକା ଦିଆଯିବ ନାହିଁ ବୋଲି ପ୍ରେସମିଟ୍ ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । […]

ରେକର୍ଡ ଭାଙ୍ଗିଲା କରୋନା , ୨୪ ଘଣ୍ଟାରେ ୧୦ ହଜାର ପାର

ଭୁବନେଶ୍ୱର,୧/୫(ଏସଏସନିୟୁଜ) ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟିକରୁଥିବା କରୋନା ପୁଣି ରେକର୍ଡ ଭାଙ୍ଗିଛି । ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ କୋରନାର ରେକର୍ଡ ପରିସଂଖ୍ୟାନରୁ ୧୦ ହଜାର ପାର ହୋଇ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦୪୧୩ ସଂକ୍ରମିତ ଚିହ୍ନଟ ହୋଇଛି । ଏହାସହ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।ଏହିନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ , ସୁନ୍ଦରଗଡ଼ରୁ ୧୧୦. କଟକରୁ ୮୨୮, ପୁରୀରୁ ୫୩୩ ଓ […]

ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ । ୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ । ୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ । ୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ । ୫-ଦିନ ୨ଟାରୁ ବନ୍ଦ ରହିବ […]

ଆଜିର ରାଶିଫଳ

ମଇ ମାସ ୦୧ ତାରିଖ ୨୦୨୧ ମସିହା(ଶନିବାର)ବୈଶାଖ ମାସ-କୃଷ୍ଣପକ୍ଷ, ତିଥି-ପଞ୍ଚମୀ ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବେଲ , ନିମ୍ବ ଭକ୍ଷଣ ନିଷେଧ ।  ମେଷ :=ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ […]

କାଲିଠାରୁ୧୫ଦିନ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର,୩୦/୪(ଏସଏସନିୟୁଜ) ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବାବେଳେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଆସନ୍ତା କାଲିଠାରୁ ଅର୍ଥାତ ମେ୧ତାରିଖଠାରୁ ମେ୧୫ତାରିଖ ପର୍ଯ୍ୟନ୍ତ ଉଭୟ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନକୁ ବନ୍ଦ ରଖାଗଲା ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି ।ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢୁଥିବାବେଳେ ନନ୍ଦନକାନନ ଚତୁଃପାଶ୍ୱର୍ରେ ଥିବା ଗ୍ରାମମାନଙ୍କରେ କରୋନା ଆକ୍ରାନ୍ତମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଇ […]

ଓଡିଶାରେ୨୪ଘଂଟାରେ ୮ ହଜାର ସଂକ୍ରମଣ

ଭୁବନେଶ୍ୱର, ୩୦/୪ (ଏସଏସନିୟୁଜ) ଓଡିଶାରେ ୨୪ଘଂଟାରେ ୮ ହଜାର ଟପିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା ।ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଏମାନଙ୍କ ଭିତରୁ ୪୯୪୮ଜଣ ସଂଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ନୁଆ ପଜିଟିଭ ଚିହ୍ନଟ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ,ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ […]

୩ ଦିନ ପାଇଁ ବନ୍ଦ ଇନ୍ଦ୍ରଧନୁ ମାର୍କେଟ୍

ଭୁବନେଶ୍ୱରର ୩୦/୪ (ଏସଏସନିୟୁଜ) ରାଜଧାନୀର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ କରିଛି ବିଏମସି । ଆସନ୍ତା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଥିବାରୁ ୩ ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ୍ ବନ୍ଦ ରହି ସୋମବାର ଦିନ ଇନ୍ଦ୍ରଧନୁ ମାର୍କେଟ୍ ଖୋଲିବ । କୋଭିଡ୍ କଟକଣା ଅମାନ୍ୟ ଅଭିଯୋଗରେ ଇନ୍ଦ୍ରଧନୁ ମାର୍କେଟକୁ ସିଲ୍ କରାଯାଇଛି ।

ଆଜିର ଅନୁଚିନ୍ତା

➡️”ଯାହା ବି କରୁଛ କର ଖାଅ , ପିଅ , ଭଲ ପୋଷାକ ପିନ୍ଧ , ଦାନ କର , ଜୀବନର ଲକ୍ଷ୍ୟ ବି ରଖ । ହେଲେ ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ ଆଉ ମନେ ରଖ ତୁମେ ପୃଥିବୀରେ ଅତିଥି ମାଲିକ ନୁହେଁ ! ➡️”ଶ୍ରଦ୍ଧାରୁ ଜ୍ଞାନ , ନମ୍ରତାରୁ ମାନ ଆଉ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ , ହେଲେ ଯେତେବେଳେ ଏଇ ତିନୋଟି ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ […]

ବାରଙ୍ଗରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ

ବାରଙ୍ଗ୨୯/୪(ଏସଏସନିୟୁଜ)କମିଶନରେଟ ପୋଲିସର ୱାଣ୍ଟେଡ ଥିବା ଦୁର୍ଦାନ୍ତ ଅପରାଧୀ ଶେଖ୍ ବାବୁ କୁ ବାରଙ୍ଗ ନିକଟରେ ପୋଲିସ ଏନକାଉଣ୍ଟର କରିଛି।ଏଥିରେ ବାବୁ ର ବାମ ଗୋଡ଼ରେ ଗୁଳି ବାଜିଛି।ସେଠାରୁ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତି କରାଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଶେଖ୍ ବାବୁ ଗ୍ୟାଙ୍ଗଷ୍ଟର ସକିଲ ର ଡାହାଣ ହାତ ଥିବା ପୋଲିସ ସୂଚନା ଦେଇଛି।ପୂର୍ବରୁ ବାବୁ ନାମରେ କଟକର ବିଭିନ୍ନ ଥାନା ରେ ୨୧ ଟି ଅପରାଧିକ ମାମଲା ରୁଜୁ ହୋଇଛି।ତେବେ ଆଜି […]

ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌

୧-ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ: ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ । ୨-ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ । ୩-୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ । ୪-ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା […]