ଆଜିର ରାଶିଫଳ
ଫେବୃଆରୀ ୨୮ ତାରିଖ ୨୦୨୧ ମସିହା(ରବିବାର)ଫାଲଗୁନମାସ-କୃଷ୍ଣପକ୍ଷ,ତିଥି- ପ୍ରତିପଦ, କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର, ପ୍ରତିପଦର ଏକୋଦିଷ୍ଟ ଓ ଦ୍ଵିତୀୟାର ଏକୋଦିଷ୍ଟ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ,ବୋଇତିକଖ।ରୁ ଭକ୍ଷଣ ନିଷେଧ । ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ:-ଜୀବନରେ କିଛି କରିବା ପାଇଁ […]