Browsing yearly archive

2021

ଏବେ ପୁଣି ଚର୍ଚ୍ଚାରେ ରାନୁ

୧. ଶାନ୍ତିସ୍ତୂପରେ ୨୧ଦିନ ଧରି ହେଉଥିଲା ବିଶ୍ବଶାନ୍ତି ମହାଯଜ୍ଞ, ଘିଅ ପରିବର୍ତ୍ତେ ୫ ଶସ୍ୟରେ ଦିଆଯାଉଥିଲା ପୂର୍ଣ୍ଣାହୁତି । ୨. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ୩. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ । ୪. ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ […]

ଆଜିର ରାଶିଫଳ

🙏.ମାଁ ପରମେଶ୍ବରୀ ନମଃ🙏. ଅକ୍ଟୋବର ମାସ ୦୧ ତାରିଖ ୨୦୨୧ ମସିହା(ଶୁକ୍ରବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଦଶମୀ,ନକ୍ଷତ୍ର- ପୂଷ୍ୟା,ବିଛା,ଧନୁ ଓ ମୀନ ରାଶିର ଘାତାବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ, ମହାଳୟା ବିଧିରେ ହେବ,କଳମଶାଗ,ଶିମ୍ବ ଭକ୍ଷଣ ନିଷେଧ । ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ:-ଆପଣଙ୍କ […]

ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ! ଜାରି ହେଲା ଅକ୍ଟୋବର ମାସ ର ମାର୍ଗଦର୍ଶିକା

ଭୁବନେଶ୍ବର :୩୦।୯(ଏସଏସଏନ) ପାର୍ବଣ ପାଇଁ କଟକ ଓ ଭୁବନେଶ୍ବରରେ କଟକଣା କୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ମାସ ପାଇଁ  ମାର୍ଗ‌ଦର୍ଶିକା ଜାରି କରି ଟୁଇନ୍‌ ସିଟିରେ  ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍‌ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ […]

କ୍ଷତିପୁରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବଲାଙ୍ଗୀର ,୩୦/୯(ଏସଏସନିୟୁଜ) ଆଜି ଭୋର ସମୟରେସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି ।ଏଥିରେ ଶିଶକେଲା ଗ୍ରାମର ସୁବଳ ସାହୁ ଓ କୈବଲ୍ୟ ମାଝୀଙ୍କର ମୃତ୍ୟୁ ହୋଇଥିବାବେଳେ ଦେବାଶିଷ ସାହୁ ଗୁରୁତର ହୋଇଛନ୍ତି । ମିଠା ବ୍ୟବସାୟୀ ସୁବଳ ସାହୁ, କୈଲବ୍ୟ ମାଝୀ, ଦେବାଶିଷ ସାହୁ ମିଶି ଅଟୋରେ କୁଇକେଡା ପଞ୍ଚାୟତର କଳାହାଣ୍ଡି ଛକର ବଜାରକୁ ଆସୁଥିବାବେଳେ ଏକ ମାଲ୍ ବୋଝେଇ ଟ୍ରକ୍ ସହ ଅଟୋର […]

ଚାଲିଛି ପିପିଲି ଉପନିର୍ବାଚନ ପାଇଁ ମତଦାନ

ପୁରୀ,୩୦/୯(ଏସଏସନିୟୁଜ) କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପିପିଲି ଉପନିର୍ବାଚନ । ନିର୍ବାଚନର ରଣାଙ୍ଗନାରେ ୧୦ଜଣ ପାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସାଢ଼େ ୫ଟାରେ ମକ୍‌ପୋଲ୍ ହେବ। ୨୦୧ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। […]

ବ୍ରାଉନସୁଗାର ବିକି ବାପାମା ଓ ପୁଅ ଗିରଫ

ଢେଙ୍କାନାଳ,୩୦/୯(ଏସଏସନିୟୁଜ) ବ୍ରାଉନ୍‌ସୁଗାର କାରବାରରେ: ବାଜିଚୌକ ନିକଟ ହାଉସିଂବୋର୍ଡ ଅଂଚଳରେ ବାପାମା ଓ ପୁଅକୁ ଗିରଫ କରିଛି ଟାଉନ ଥାନା ପୁଲିସ ।ଏହାସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର, ଗୋଟିଏ ଆଲୁମିନିୟମ୍ ଫଏଲ୍ ରୋଲ୍, ଗୋଟେ ଡିଜିଟାଲ୍ ଓଜନ ମେସିନ୍ ମଧ୍ୟ ଜବତ କରିଛି ।ଗତକାଲି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଅର୍ତକିତଭାବେ ଚଢଉ କରି ବାପା, ମାଆ ଓ ପୁଅକୁ ଗିରଫ କରିାବ ସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି ।

ଚୋରୀମାମଲାରେ ଧରାହେଲେ ୩

ଭୁବନେଶ୍ବର,୩୦/୯(ଏସଏସନିୟୁଜ)ଚୋରୀକରି ଧରାପଡିଲେ ତିବିଜଣ ଚୋର ।ସେମାନେ ହେଲ ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ, ମଣ୍ଟୁ ନାୟକ ଓ ସାବନ ନାୟକ।ଏମାନେ ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି କରିଥିଲେ ।ପୋଲିସ ତଦନ୍ତକରିଏହି ତିବିଜଣଙ୍କୁ ଗିରଫ ଗିରଫକରିବାସହ ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି।

ଆଜିର ଅନୁଚିନ୍ତା

  ☘️ପ୍ରତ୍ୟକ ମନୁଷ୍ୟ ଜୀବନରେ ବେଳେବେଳେ ଏହା ଶୁଣିବାକୁ ମିଳେ ଯେ “ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ସମୟ ଆସିଲେ ସବୁକିଛି ଠିକ୍ ହୋଇଯିବ”, କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ଆମେ ନିଜକୁ ଠିକ୍ କରିବା ଉଚିତ୍, କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦିନେ ନା ଦିନେ ଭଲ ସମୟ ଆସିଥାଏ ସତ, ମାତ୍ର ଆମେ ଠିକ୍ ହେବା ପର୍ଯ୍ୟନ୍ତ ସେ ସମୟ ରହେ ନାହିଁ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୩୦ ତାରିଖ ୨୦୨୧ ମସିହା(ଗୁରୁବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ନବମୀ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତାବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଲାଉ କଳମଶାଗ ଭକ୍ଷଣ ନିଷେଧ। ମେଷ–ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ […]

ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ) ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଜଣେ ସାର ଡିଲର ଦୁର୍ଯ୍ୟୋଧନ  ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ଯାଂଚ ସମୟରେ ତାଙ୍କ ପାଖରୁ ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ଦୁର‌୍ୟ୍ୟୋଧନ ବାରିକଙ୍କର ସାର ବିକ୍ରି ଲାଇସେନ୍ସ ଥିବାବେଳେ ପିଓଏସ ମେସିନ ନଥିବାରୁ ସେ ସାର ବିକ୍ରି କରିପାରୁନଥିଲେ ।ଏଥିପାଇଁ ସେ ହିମାଂଶୁ ଶେଖର ପାଢ଼ୀଙ୍କ ସହ ଯୋଗାଯୋଗ କରିଥିବାବେଳେ […]