Browsing daily archive

April 16, 2022

ଆଜିର ରାଶିଫଳ

ବୈଶାଖ ବ୍ରତାରମ୍ଭ,(ରବିବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୭ ତାରିଖ,ବୈଶାଖ ମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ-ପ୍ରାତଃ ଘ୫/୩୦/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୨,ଅଦ୍ୟ ବିବାହ ଓ ପାଣିଗ୍ରାହଣ,ମେଷ ରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ। 🐮ବୃଷ👉ଆଜି […]

ଚାଲିଗଲା ଶ୍ୟାମାର ଜୀବନ

ବାରଙ୍ଗ,୧୬/୪(ଏସ ଏସ ନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନର ୨୯ ନଂ ଖୁଆଡ଼ରେ ରହୁଥିବା ସିଂହୀ ଶ୍ୟମାର ଶନିବାର ଅପରାହ୍ନରେ ମୃତ୍ୟୁ ଘଟିଛି।ସିଂହୀ ଶ୍ୟାମା ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା।ବାୟସାଧିକ ଯୋଗୁଁ ତାର ବିଭିନ୍ନ ରୋଗଜନିତ ସମସ୍ୟା ଦେଖାଦେଇଥିଲା।କାନ,ଚମ ଲୋଚା ପଡ଼ିବା ସହ ଗୋଟିଏ ସ୍ଥାନରେ ପଡ଼ି ରହୁଥିଲା।ଖାଦ୍ୟପେୟ ମଧ୍ୟ ଛାଡ଼ି ଦେଇଥିଲା।ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ଚିକିତ୍ସା ଜାରି ରହିଥିଲା।ଆଜି ଅପରାହ୍ନ ୩.୩୦ ସମୟରେ ଚିକିତ୍ସିତ ଅବସ୍ଥାରେ ତାର […]

ମେଣ୍ଢାସାଳରେ ଦୁଇଦିନିଆ ବିଷୁବ ଆସର

ବାରଙ୍ଗ,୧୬/୪ (ଡିଏନଏ) ମେଣ୍ଢାଶାଳ ଗ୍ରାମର ଯୁବ ଅନୁଷ୍ଠାନ ବାସୁଦେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ରାତିରେ ଉଦଯାପନି ଉସ୍ତବରେ ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ସରମ୍ପଚ କୌଶଲ୍ୟା ବଳିଆରସିଂହ,ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗଦାନ କରିଥିଲେ।ଏହିଅବସରରେ ଗ୍ରାମର ମୁରବି ପ୍ରଫୁଲକୁମାର ଶ୍ରୀଚନ୍ଦନ,ପଫୁଲ କୁମାର ପାତ୍ର,ଭାରତ ଭୁଶଣ ମହାରଣା ,ବାଙ୍କ ବିହାରୀ ଦାସ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ବିଜୟ ବଡ଼ଜେନା,ଭାରତ ଚନ୍ଦ୍ର ରାଉତରାୟ,ନିର୍ମଳ ବିଶ୍ୱାଳ,ଫାଣ୍ଡି ଅଧିକାରୀ ମାନାଶ ରଞ୍ଜନ ସାହୁ,ଖବରଦାତା ପଦ୍ମଚରଣ ବଡ଼ଜେନା ଙ୍କ […]

ଆଜିର ଦିନଟି କିପରି କାଟିବ ଜାଣନ୍ତୁ ଆଜିର ରାଶିଫଳ

ଚୈତ୍ର ପୂର୍ଣ୍ଣିମା ଓ ହିଙ୍ଗୁଳା ଯାତ୍ରା,(ଶନିବାର)୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୧୬ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରା ଘ୧୨/୪୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା, ସୁର୍ୟୋଦୟ-ପ୍ରାତଃ ଘ୫/୩୧/ ୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୦୪,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର,ବୃଷ ରାଶି ର ଘାତଚନ୍ଦ୍ର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସ୍ତ୍ରୀ ତୈଳ ବର୍ଜନ , ମସ୍ୟ ,ମାଂସ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି […]