Browsing daily archive

May 20, 2022

ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି

କଟକ,୨୦/୫(ଏସଏସନିଉଜ) ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ରାଜ୍ୟରେ ସଂକ୍ରମଣ କମିଥିବାରୁ ବିନା କୋଭିଡ଼ ପ୍ରୋଟୋକଲରେ ଦର୍ଶକମାନେ ମ୍ୟାଚ୍ ଦେଖିପାରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ଜୁନ ୧ ରେ ଅନଲାଇନ୍ ଟିକେଟ ଓ ଜୁନ୍ ୯ ଓ ୧୦ ତାରିଖ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଯାଉଛି । ଟିକେଟ ବିକ୍ରି ବେଳେ ଶୃଙ୍ଖଳା ଉପରେ ଓ ଅନଲାଇନ୍ ଟିକେଟ ଚିଟିଂ ରୋକିବା ଉପରେ ପୋଲିସ ନଜର […]

ଦିନଦ୍ୱିପ୍ରହରେ ୧ ଲକ୍ଷ ଲୁଟ

ରାୟଗଡ଼ା,୨୦/୫(ଏସ ଏସ ନିଉଜ) ଦିନଦ୍ୱିପ୍ରହରେ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ ।ବାଇକ ଡିକିରୁ ଟଙ୍କା ସହ ଜମାଖାତା ଏଟିଏମ କାର୍ଡ ଲୁଟିନେଲେ ।ଚାଷୀ ବାଙ୍ଗାରରାଜୁ ପେଦେଣ୍ଟିଙ୍କ ଠାରୁ ଲୁଟିନେଲେ ଟଙ୍କା ।ଜେକେପୁର ସ୍ଥିତ SBIବ୍ୟାଙ୍କରୁ ନିଜ ଗାଁ ଅଙ୍ଗୁରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

ଅସୁରକ୍ଷିତ ପର୍ଯ୍ୟଟକ !

ବାରଙ୍ଗ,୧୯/୫(ଏସଏସନିଉଜ)ଅଧିକ ରାଜସ୍ୱ ପାଇବା ଆଶାରେ ନନ୍ଦନକାନନ କର୍ତୁପକ୍ଷ ପାକିଁ,ସଫାରୀ ,ବେଟାରୀ ଚାଳିତଅଟୋ ଓ ବୋଟିଂକୁ ଘରୋଇକରଣରେ ଦେଇଛନ୍ତି । ଘରୋଇକରଣ ଦେଇଦେଇ ଥିଲେ ମଧ୍ୟ ତା ଉପରେ ଆଉ ନଜର ଦେଇନାହାନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ସଫାରୀରେ ଚାଲିଥିବା ବସ କ୍ଷେତ୍ରରେ ଦେଖିବାକୁ ମିଳିଛି ।ସଫାରୀରେ ଚାଲିଥିବା ୪ଟି ବସ ମଧ୍ୟରୁ ।କାହାର ଫିଟନେସ କାହାର ଇନସୁରାନ୍ସ ନାହିଁ ତ କିଏ ଟ୍ୟାକ୍ସ ଠିକିଚାଲିଛି ।ସବୁଠାରୁ ବଡକଥା ହେଲା ଟେଣ୍ଡର ସମୟରେ ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ସର୍ତ […]

ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ

ମାଲକାନଗିରି,୨୦/୫(ଏସଏସନିଉଜ) ମାଲକାନଗିରି କାଲିମେଳା ମେଡିକାଲକୁ ଚେକଅପ୍ ପାଇଁ ଆସିଥିବା ୨ ଅଭିଯୁକ୍ତ ପୋଲିସ କବଳରୁ ଖସି ପଳାଇଛନ୍ତି । ବୁଧବାର ଗଞ୍ଜେଇ ଚାଲାଣ ବେଳେ ଏହି ୨ ଅଭିଯୁକ୍ତକୁ ଧରିଥିଲା ପୋଲିସ । କୋର୍ଟଚାଲାଣ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ଚେକଅପ୍ ପାଇଁ ଏହି ୨ ଅଭିଯୁକ୍ତଙ୍କୁ ପୋଲିସ ଆଣିଥିବାବେଳେ ପୋଲିସ ଆଖିରେ ଧୁଳିଦେଇ ଖସିଯାଇଥିଲେ ।ଏହାପରେ ପୋଲିସ ନିକଟ ଜଙ୍ଗଲରୁ ଜଣଙ୍କୁ ଧରିଥିବାବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡିଛି ।

ନନ୍ଦନକାନନରେ ପଶିଲା ଦନ୍ତା

ବାରଙ୍ଗ,୧୯/୫(ଏସଏସନିଉଜ)ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ବୁଧବାର ବିଳମ୍ଭିତ ରାତିରେ ହାତୀଟି ଚନ୍ଦକା ଜଙ୍ଗଲରୁ ବାହାରି ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ଭିତରେ ପଶିଛି । ନନ୍ଦନକାନନର ପୁଣି ୪ଟିସ୍ଥାନରେ ତାରଜାଲି ଭାଙ୍ଗି ଘାସପାର୍କ ଓ ଭାଲୁସଫାରୀ ମଧ୍ୟରେ ଥିବା ଜଙ୍ଗଲରେ ରହିଥିବାର ଗୁରୁବାର ସକାଳେ ଜଣାପଡିଥିଲା ।ତେବେ ଏହି ହନ୍ତାହାତୀଟି ବହୁବାର ନନ୍ଦନକାନନକୁ ଆସିବା ସହ ବ୍ୟାପକ ନଷ୍ଟ ମଧ୍ୟ କରିଛି । ହନ୍ତାହାତୀ ନନ୍ଦନକାନନକୁ ଆସିବା ନୁଆ କଥା ହୋଇନଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ […]