ପାଣି ପାଇଁ ରାସ୍ତାକୁ ଆସିଲେ ଗ୍ରାମବାସୀ
କାମାକ୍ଷାନଗର,୬/୬(ଏସଏସନିଉଜ)ପ୍ରସାସନକୁ ଜଣାଇଲେ ।ଶୁଣିଲେନାହିଁ ।ବାଧ୍ୟହୋଇ ପାଣି ପାଇଁ ରାସ୍ତାକୁ ଆସିଛନ୍ତି ଗ୍ରାମବାସୀ । ଜାତୀୟ ରାଜପଥ-୫୩ର ବାଉଁଶପାଳ ଛକ ନିକଟରେ ରାସ୍ତା ଅବରୋଧ କଲେ ଶତାଧିକ ମହିଳା ଓ ପୁରୁଷ ।ଶବର ସାହିର ବାସିନ୍ଦାମାନେ ଜାତୀୟ ରାଜପଥକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିବାଫଳରେ ଅନଗୁଳ ଓ ଯାଜପୁର ରୋଡ଼ ମଧ୍ୟରେ ଯାନବାହାନ ଚଳାଚଳ ବ୍ୟାହତ ହବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା ।ଖବରପାଇ କାମାକ୍ଷାନଗର […]