Browsing daily archive

July 4, 2022

ଆଜିର ରାଶିଫଳ

ଜୁଲାଇ ମାସ ୦୫ ତାରିଖ ୨୦୨୨ ମସିହା(ମଙ୍ଗଳବାର)ଆଷାଢ଼-ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୨୮ ,ବୃଷ ରାଶି ର ଘାତଚନ୍ଦ୍ର ,ମକର ରାଶିର ଘାତବାର ,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିମ୍ବ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ତାଳ ଭକ୍ଷଣ ନିଷେଧ । ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। […]

ଜଳିଗଲା ନାଇଟକୋଚ ବସ୍‌

ଭୁବନେଶ୍ୱର,୪/୭(ଏସ ଏସ ନିଉଜ) ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ନାଇଟକୋଚ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଡ୍ରାଇଭର ଓ ହେଲପରଙ୍କ ସମେତ ୪ଜଣ ଗୁରୁତର ହୋଇଥିବା ଜଣାପଡିଛି ।ଖବର ପାଇ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବା ଆରମ୍ଭ କରିଛି ।ଅନ୍ୟପଟେ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ହସପିଟାଲରେ ଭର୍ତି କରିଛି ।ଆଜି ଭୋର ସମୟରେ ଲଲିତା ନାମକ ଏକ ବସ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବରମୁଣ୍ଡା ତପୋବନ ସ୍କୁଲ […]