Browsing daily archive

July 12, 2022

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୩ ତାରିଖ (ବୁଧବାର)ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା ରା ଘ୧୧/୫୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା,ସୁର୍ୟୋଦୟ ପ୍ରାତଃ ଘ୦୫/୧୯/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୨,କର୍କଟ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। 🐏ମେଷ👉ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ I ବନ୍ଧୁ ପରିଜନ ଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ Iମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକ ସ୍ଥଳ କୁ ଭ୍ରମଣ ରେ ଯାଇ ପାରନ୍ତି । […]

ଧାରଣାରେ ବସିଲେ ଆଇନଜୀବୀ

ଅନୁଗୋଳ,୧୨/୭(ଏସ ଏସ ନିଉଜ)ଆଜି ଅନୁଗୋଳ ଜିଲ୍ଲା ତାଳଚେର ତହସିଲ ଅଫିସ ଭିତରେ ପ୍ରତାପ ପ୍ରଧାନ ନାମକ ଏହି ଆଇନଜୀବୀ ତଳେ ବସି ଧାରଣା ଦେଇଥିଲେ l ତାଙ୍କର ଅଭିଯୋଗ ହେଲା, ତାଳଚେର ତହସିଲ ଅଫିସକୁ କାମ ପାଇଁ ବାରମ୍ବାର ଦୌଡୁଥିଲେ ମଧ୍ୟ ବିନା ଲାଞ୍ଚରେ କୌଣସି କାର୍ଯ୍ୟ କରାଯାଉ ନାହିଁ।

୮ ପ୍ରତିଶତ ସୁଧରେ  ୪୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର,୧୨ ୭(ଏସ ଏସ ନିଉଜ)ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ  ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟ ରେ କର୍ମଚାରୀ ମାନଙ୍କୁ ଦିଆଯିବ।ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ […]

ଲାଞ୍ଚନେଇ ଧରାପଡ଼ିଲେ ବ୍ଲକ ICDS ସୁପରଭାଇଜର

ବଲାଙ୍ଗିର,୧୨/୭(ଏସ ଏସ ନିଉଜ)ଲାଞ୍ଚନେଇ ଧରାପଡ଼ିଲେ ବଲାଙ୍ଗିର ଆଗଲପୁର ବ୍ଲକ ICDSର ସୁପରଭାଇଜର କୁନି ନାୟକ ।୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଟଙ୍କା ଦେବାକୁ ନେଉଥିଲେ ଲାଞ୍ଚ ।

ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କା

ଭୁବନେଶ୍ୱର , ୧୨/୭.(ଏସଏସନିଉଜ)ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ […]

ପୋଲ ଉପରେ ଚାଲିଲା ୬ଫୁଟ ବନ୍ୟା ଜଳ

ମାଲକାନଗିରି,୧୨/୭(ଏସଏସନିଉଜ) କାଲିମେଳାରେ ଲଗାଣ ବର୍ଷା ଯୋଗୁ ମୋଟୁ ଚିନ୍ତୁର ଜାତୀୟ ରାଜପଥର କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି।ଯାହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବାର ଜଣାଯାଇଛି। ଗୋଦାବରୀ ନଦୀ ଫୁଲୁ ଥିବାରୁ ନଦୀର ପଛୁଆ ଜଳରେ ଏହି ରାସ୍ତା ସବୁ ବୁଡ଼ିବା ସହ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି। ଏହାସହ ଏହି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ଜିଲ୍ଲା […]

ପାହାଡ଼ରୁ ଧସିଲା ମାଟି ଅତଡ଼ା

ଗଜପତି,୧୨/୭(ଏସଏସନିଉଜ) ଲଗାଣ ବର୍ଷାରେ ନୂଆଗଡ଼ ବ୍ଲକ୍ ପରିମଳ ପଞ୍ଚାୟତ ନୂଆପଲ୍ଲୀ ଗାଁରେ ପାହାଡ଼ରୁ ଧସିଲା ମାଟି ଅତଡ଼ା ।ଫଳରେ ଗାଁର ୪ରୁ ୫ଟି ଘର ମାଟି କାଦୁଅରେ ପୋତି ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି । ଘରର ଜିନିଷପତ୍ର ପାଣି କାଦୁଅରେ ପୋତି ହୋଇଯାଇଥିବାର ଜଣାପଡିଛି ।

ଲୋକଙ୍କଠାରୁ ଶୁଣିଲେ, କାଦୁଅ ରାସ୍ତାରେ ଚାଲିଲେ

ଭଦ୍ରକ,୧୨/୭(ଏସଏସନିଉଜ) କାଦୁଅ ରାସ୍ତାରେ ଚାଲିଚାଲି ଗଲେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ।ଆଜି ବାବ ଆଖଣ୍ତଳମଣି ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହ ନୂତନ ଶ୍ରାବଣୀ ମନ୍ଦିରର ପ୍ରତିଷ୍ଠା କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।ଏହି ସମୟରେ ସ୍ଥାନିୟ ଲୋକମାନଙ୍କ ସହ ବିଭିର୍ଣ ବିଷୟରେ ଆଲୋଚନା କରିବାପରେ ଆରଡି ପ˚ଚାୟତର ୧୦ନମ୍ବର ଓାର୍ଡରେ ରାସ୍ତା ଓ ଡ୍ରେନେଜ କୁ ନେଇ ଦେଖାଦେଇଥିବା ଅବବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ ।ଏହାପରେ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ସାଙ୍ଗରେ ଧରି […]

ଭିଜିଲାନ୍ସ ଜାଲରେ ନିମାପଡାର ସହକାରୀ ଯନ୍ତ୍ରୀ

ନିମାପଡା,୧୨/୭(ଏସଏସନିଉଜ) ନିମାପଡାର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କର ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଷ୍ମନ୍ତଙ୍କର ପ୍ରାୟ ୧କୋଟି ୫୪ ଲକ୍ଷ ଟଙ୍କା ମୁଲ୍ୟର ୨୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଚଢାଉ ସମୟରେ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ଓ ବ୍ୟାଙ୍କରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ଇନ୍ସୁରାନ୍ସ ହୋଇଥିବା ବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ୩ ମହଲା କୋଠା , ଢେଙ୍କାନାଳରେ […]