ଆଜିର ରାଶିଫଳ
କାମଦା ଏକାଦଶୀ,୨୦୨୨ ମସିହା ଜୁଲାଇ ମାସ ୨୪ ତାରିଖ (ରବିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଏକାଦଶୀ ଦିବା ଘ୧୨/୩୭ ପର୍ୟ୍ୟନ୍ତ ତଦନ୍ତେ ଦ୍ଵାଦଶୀ ,ନକ୍ଷତ୍ର-ରୋହିଣୀ ରା ଘ୧୦/୨୬ ପର୍ୟ୍ୟନ୍ତ ତଦନ୍ତେ ମୃଗଶିରା ,ସୁର୍ୟୋଦୟ ପ୍ରାତଃ ଘ୦୫/୨୨/୦୩ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୩୯ ,ମେଷ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର .ଏକାଦଶୀର ଏକୋଦିଷ୍ଟ ଶ୍ରାଦ୍ଧ ,ଶିମ୍ବ ଦିବା ଘ୧୨/୩୭ ଗତେ ପୋଇ ଭକ୍ଷଣ ନିଷେଧ । ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। […]