ସାଙ୍ଗ ସାଜିଲା ସଇତାନ୍
ଗଞ୍ଜାମ, ୨୪/୭(ଏସଏସନିଉଜ) ସାଙ୍ଗ ସାଜିଥିଲା ସଇତାନ୍ ।କାଠ ଫାଳିଆରେ ଚାଲିଗଲା ରଙ୍ଗମିସ୍ତ୍ରି ର ଜୀବନ । ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା କରିଥିବାର ଅଭିଯୋଗ ହୋଇଛି । କବିସୂର୍ୟ୍ୟନଗର ଥାନା ବଡ଼ଆଗୁଳି ଗଙ୍ଗାପୁର ରାସ୍ତାରେ ଏହି ହତ୍ୟାକାଣ୍ଡ ହୋଇଛି । ଉଭୟ ସାଙ୍ଗ ବସି ମଦ୍ୟପାନ କରିବା ପରେ ବଚସା ଓ ପରେ ହତ୍ୟା । ସାମାନ୍ୟ ଯୁକ୍ତିତର୍କକୁ ନେଇ ଅମର ମଲ୍ଲିକ ନାମକ ଜଣେ ରଙ୍ଗମିସ୍ତ୍ରିଙ୍କୁ ତାଙ୍କ ସାଙ୍ଗ କାଠଫାଳିଆରେ ପିଟି ହତ୍ୟା […]