Browsing daily archive

August 16, 2022

ଆଜିର ରାଶିଫଳ

ସିଂହ ସଂକ୍ରାନ୍ତି ଓ ବୁଧିବାମନ ଓଷା ,୨୦୨୨ ମସିହା ଅଗଷ୍ଟ ମାସ ୧୭ ତାରିଖ (ବୁଧବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଷଷ୍ଠୀ ରା ଘ୮/୧୨ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୦/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୦/ ୧୩ ,କର୍କଟ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର , ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମେଷ-ଆଜି ଆପଣଙ୍କର ଭୌତିକ ଓ ଐଶ୍ଚର୍ଜ୍ୟର ସାଧନାରେ ବୃଦ୍ଧି ହେବ । ଯେଉଁ ଲୋକ ଚାକିରିର ସନ୍ଧାନ […]

ପାଣି ଘେରରେ ୩ ଦିନ

ଭଦ୍ରକ,୧୬/୮(ଏସ ଏସ ନିଉଜ)ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ଯୋଗୁ ଧାମନଗର ବ୍ଲକ ହସନାବାଦ ଓ ଅନଳଢିଅ ପଞ୍ଚାୟତର ୫ ରୁ ଉର୍ଦ୍ଧ୍ବ ଗ୍ରାମ ୩ ଦିନ ହେବ ପାଣି ଘେରରେ ରହିଥିବାର ଜଣାପଡିଛି।

ହୀରାକୁଦରେ ଖୋଲିଲା ୩୬ ଗେଟ୍

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍।ଆଜି ପର୍ଯ୍ୟାୟ କ୍ରମେ ଖୋଲିଲାଣି ୧୦ ଗେଟ୍।ଏବେ ୩୬ଟି ଗେଟରେ ଚାଲିଛି ଜଳ ନିଷ୍କାସନ।ରାତି ସୁଦ୍ଧା ହୀରାକୁଦର ଖୋଲିବ ୪୦ଟି ଗେଟ୍ ।

ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୃତ୍ତ ।ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ ଆତଙ୍କ ଖେଳାଇବା ସହ ବସ୍ତିରେ ଦାଦାବଟି, ବ୍ରାଉନ୍ ସୁଗାରକୁ ବିରୋଧ କରିବାରୁ ହାଣି ଥିବାର ଜଣାପଡିଛି ।ଯାହାଫଳରେ ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟିହେବାରୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେହିଁଭଳିଭାବେ ଶ୍ୱଶୁରଙ୍କୁ ହାଣିଛନ୍ତି ଜ୍ୱାଇଁ ।ଜଳେଶ୍ୱରର କର୍ମଦା ଥାନା କୁସୁରା ଗାଁରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ।ଶାଶୁ, ଶ୍ୱଶୁର, ଶାଳିକୁ ହାଣି […]

ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କଲେ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।ଆଗାମୀ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ ଥିବାରୁ ୧୦ ଜିଲ୍ଲାପାଳଙ୍କୁ ଆଲର୍ଟରହିବାକୁ ନିର୍ଦେଶ ଦେଇଛନ୍ତି ।ଏହାସହଓଡ୍ରାଫ, NDRF, ଅଗ୍ନିଶମ ଟିମ୍‌ ନିୟୋଜିତ କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି ।ଗୋଟିଏ ବି ଜୀବନ ଯେପରି ହାନି ନହୁଏ, ସେଥିପ୍ରତି ଦୃଷ୍ଟିଦେବାକୁ ପ୍ରଶାସନକୁ ସତର୍କ କରିଛନ୍ତି ନବୀନ ।ବିପଦସଂକୁଳ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ କରିବା ସହ ଯୋଗାଯୋଗ ବ୍ୟବସ୍ଥା ତୁରନ୍ତ ଠିକ୍‌ କରିବାକୁ ଗୁରୁତ୍ବ ଦେଇଛନ୍ତି ।ପ୍ରଭାବିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ଛୁଟି […]

ନଦୀକୁ ଖସିଲା ବସ୍

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଜାମ୍ମୁ କାଶ୍ମୀରରେ ନଦୀକୁ ଖସିପଡିଲା ବସ୍।ଯାହାଫଳରେ ୪ ITBP ଯବାନ ସହିଦ ହୋଇଛନ୍ତି ।ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିପଡିଥିଲା ବସ୍।୩୭ ITBP ଯବାନ ଓ ୨ ପୋଲିସକୁ ନେଇ ଯାଉଥିଲା ବସ୍ ।ଅମରନାଥ ଯାତ୍ରା ପାଇଁ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।

୧୯ରେ ପୁଣି ଆସୁଛି ଲଘୁଚାପ

ଭୁବନେଶ୍ୱର,୧୬/୮(ଏସଏସନିଉଜ)ଆସୁଛି ଆଉ ଏକ ଲଘୁଚାପ । ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ ।୧୯ରେ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଲଘୁଚାପ । ୧୮ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା । ୧୮ ରେ ଉପୂକଳରେ ପ୍ରବଳ ବର୍ଷା ହେବାସହ ୧୯ରେ ବଢ଼ିବ ବର୍ଷାର ପରିମାଣ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍ !

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଭୁବନେଶ୍ୱରରେ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସସ୍ପେଣ୍ଡ ହେବାରୁ ଆଶଙ୍କା ଦେଖାଦେଇଛି । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ କାରଣରୁ ସସ୍ପେଣ୍ଡ କଲା ଫିଫା । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ନିୟମ ଉଲ୍ଲଙ୍ଘନ ଅଭିଯୋଗ ।ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଅବଗତ କଲା ଫିଫା । ଅକ୍ଟୋବର ୧୧ରୁ ୩୦ ଯାଏଁ ବିଶ୍ୱକପ […]

ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ଆସନ୍ତା ୩ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ । ତେବେ ହୀରାକୁଦର ଆଉ ଗେଟ୍ ଖୋଲିବ ନା ନାହିଁ, ତାହାର ନିଷ୍ପତ୍ତି ଅପରାହ୍ନରେ ନିଆଯିବ […]