Browsing daily archive

September 15, 2022

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ (ଶୁକ୍ରବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ଦିବା ଘ୧୧/୫୮ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୩୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୫/୨୬ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଶ୍ରାଦ୍ଧ ମହାଳୟା ବିଧିରେ ହେବ , ନିମ୍ବ ଦିବା ଘ୧୧/୫୮ ଗତେ ତାଳ ଭକ୍ଷଣ ନିଷେଧ ।  ମେଷ-ନିଜର ଭାବନା ଉପାରେ,ବିଶେଷ କରିକି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି […]