ଆଜିର ରାଶିଫଳ
କନ୍ୟାସଂକ୍ରାନ୍ତି,ବିଶ୍ଵକର୍ମାପୂଜା,ମୂଳାଷ୍ଟମୀ, ଦ୍ୱିତିବହାନଓଷା, ସହସ୍ରକୁମ୍ଭାଭିଷେକ ଓ ଶ୍ରୀଦୁର୍ଗାଦେବ୍ୟା ଷୋଡଶଦିନାତ୍ମକପୂଜା ଆରମ୍ଭ ,୨୦୨୨ ମସିହା ସେପ୍ଟେମ୍ବର ମାସ ୧୭ ତାରିଖ (ଶନିବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୧/୪୨ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୪/୫୫ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ସପ୍ତମୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ତାଳ ଦିବା ଘ୧/୪୨ ଗତେ ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଅସନ୍ତୋଷ ଓ ଅଶାନ୍ତିରେ ଦିନଟି […]