ମାଲକାନଗିରି,୧୬/୯(ଏସଏସ ନିଉଜ) ମାଲକାନଗିରି ଜିଲ୍ଲାରେ OTET ପରୀକ୍ଷା ବାତିଲ ହୋଇଛି । ଜିଲ୍ଲାରେ ୩ କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ।ପରୀକ୍ଷା ହଲ ବାହାରେ ପଡିଥିଲା ଓଟିଇଟି ପ୍ରଶ୍ନପତ୍ର । ଫଳରେ ପରୀକ୍ଷା ବାତିଲ କରିଛି ମାଲକାନଗିରି ପ୍ରଶାସନ।