୮ ଟ୍ରେନ ବାତିଲ କଲା SCoR

ଭୁବନେଶ୍ୱର,୨୬।୧୦(ଏସଏସନିଉ ଜ)ବାତ୍ୟା ପାଇଁ ୮ଟି ଟ୍ରେନ୍‌ର ଯାତ୍ରା ବାତିଲ, ୨ଟିର ରୁଟ୍‌ ବଦଳିଲା।ବିଶାଖାପାଟଣା-କିରଣ୍ଡୁଲ୍ NE ୨୯ରୁ ୪ ଯାଏଁ ଉଭୟ ପଟୁ ବାତିଲ୍‌।ବିଶାଖାପାଟଣା-କୋରାପୁଟ ପାସେଞ୍ଜର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍‌।କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୨୮ରୁ ୩୧ ପର୍ଯ୍ୟନ୍ତ ବାତିଲ୍‌।ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ୩୦,୩୧ ଯିବା ଆସିବା ବାତିଲ୍‌।ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ଯାଏଁ ଉଭୟ ପଟୁ ବାତିଲ୍‌।ହୀରାଖଣ୍ଡ ଏକ୍ସପ୍ରେସ୍ ମିଳିଛି।ସେହିଭଳି ଭାବେ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ। ହୀରାଖଣ୍ଡ ଏକ୍ସପ୍ରେସ୍ ୨୮ରୁ ୩୧ ରାୟଗଡ଼ା ପର୍ଯ୍ୟନ୍ତ ଆସିବ।ବାତ୍ୟା ‘ଅର୍ଣ୍ଣବ’ ପାଇଁ ଦକ୍ଷିଣତଟ ରେଲଓ୍ୱେ ପକ୍ଷରୁ ସୂଚନା ମିଳିଛି।

Comments (0)
Add Comment