ଆଜିର ରାଶିଫଳ
୨୦୨୨ ମସିହା ସେପ୍ଟେମ୍ବର ମାସ ୧୯ ତାରିଖ (ସୋମବାର)ଆଶ୍ଵିନ ମାସ –କୃଷ୍ଣପକ୍ଷ ,ତିଥି-ନବମୀ ସଂନ୍ଧ୍ୟା ଘ୬/୩୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୩୮/୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୩/୧୩ ,ମିଥୁନ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ନବମୀର ସାମ୍ଭତ୍ସରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,ଲାଉ ସନ୍ଧ୍ୟା ଘ୬/୩୦ ଗତେ କଳମ ଶାଗ ଭକ୍ଷଣ ନିଷେଧ । ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ […]