Browsing daily archive

September 26, 2022

ଖୈରାପଡା ସେତୁର ପୁନଃରୁଦ୍ଧାର ହେବ

ବାରଙ୍ଗ,୨୬/୯(ଏସଏସନିଉଜ)ସୋମବାର ପୂର୍ବାହ୍ନ ସମୟରେ ଭୁବନେଶ୍ବର ଉତ୍ତରବିଧାୟକ ସୁଶାନ୍ତକୁମାର ରାଉତ ଭୁବନେଶ୍ବରବ୍ଲକ ଅନ୍ତର୍ଗତ ରଘୁନାଥପୁର ,ଦାଢା,କଲ୍ୟାଣପୁର ଆଦି ତିନି ପଞ୍ଚାୟତର ବିଭିନ୍ନ ସ୍ଥାନରେ ରାସ୍ତା ଓ ଶ୍ରେଣୀଗୃହନିର୍ମାଣ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସହ ଭୂମିପୁଜା ପାଇଁ ଯିବା ବାଟରେ କଲ୍ୟାଣପୁର ପଞ୍ଚାୟତର ଖୈରାପଡା ବ୍ରାହ୍ମଣସାହି ଗାଁମୁଣ୍ଡରେ ଗ୍ରାମର ମୁରବୀମାନେ ଥିବା ଲିଙ୍ଗିପୁର ମାଇନର କେନାଲ ଉପରେ ଥିବା ଅର୍ଦ୍ଦଭଗ୍ନସେତୁ ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଧାୟକ ସେତୁରସ୍ଥିତି ଅନୁଧ୍ୟାନକରି ମୁଣ୍ଡଳୀ ଜଳସମ୍ପଦବିଭାଗକୁ ସୂଚନା ଦେଇଥିଲେ।କଲ୍ୟାଣପୁର ସରପଞ୍ଚ ଦେବରାଜଭୋଇଙ୍କ ନେତୃତ୍ବରେ ଜଳସମ୍ପଦ […]

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମେଣ୍ଢାଶାଳ,୨୬/୯(ଏସଏସନିଉଜ) ଚନ୍ଦକାଥାନା ଅନ୍ତର୍ଗତ ପଳାଶପୁର ଗ୍ରାମରେ ରବିବାର ବିଳମ୍ଭିତ ରାତିରେ ଜଣେ ବିବାହିତ ମହିଳା ଫ୍ୟାନରେ ଶାଢିଲଗାଇ ଆତ୍ମହତ୍ୟା କରିଛନ୍ତି ।ପାରିବାରିକ କଳହ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବାର ସ୍ମାମୀ କହୁଥିବାବେଳେ ହତ୍ୟାକରି ଆତ୍ମହତ୍ୟାର ରୁପରେଖ ଦିଆଯାଇଛି ବୋଲି ମୃତମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ଚନ୍ଦକାଥାନାଅଧିନସ୍ଥ ପଳାଶପୁର ଗ୍ରାମର ଦିଲ୍ଲିପ ମାଝୀ ୨୦୧୮ମସିହାରେ ବାଙ୍କିଥାନା ଅଧିନସ୍ଥ କେନ୍ଦୁପଲ୍ଲୀ ଗ୍ରାମର ଜଳଧରପ୍ରଧାନ ଝିଅ ଅମୁଲି ପ୍ରଧାନଙ୍କୁ ବୈଦିକରିତୀରେ ବିବାହ କରିଥିଲେ ।ଏବେ ଏମାନଙ୍କର ଏକ ତିନିବର୍ଷର […]

ନୁଆ ଆଲୁମିନା କମିଟି

ମେଣ୍ଢାଶାଳ,୨୬/୯(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚବଦ୍ୟାଳୟ ରେ ନୁତନଆଲୁମିନ କମିଟି ଗଠନ ହୋଇଛି ।ଏହି କମିଟିରେ ସଭାପତିଭାବେ ସନ୍ତୋଷ କୁମାରାରୟ,ଉପସଭାପତିଭାବେ ମନୋଜ କୁମାର ସାମନ୍ତରାୟ, କନଭେନର ଭାବେ ସନ୍ତୋଷକୁମାରମହାରଣା,ସଭ୍ୟଭାବେ ରମାକାନ୍ତ ମହାପାତ୍ର,କାଦମ୍ବିନିମହାନ୍ତି ନିର୍ବାଚିତ ହୋଇଥିବାର ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀ ବିଶ୍ୱାଳ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୭ ତାରିଖ (ମଙ୍ଗଳବାର)ଆଶ୍ଵିନମାସ–ଶୁକ୍ଳପକ୍ଷ ,ତିଥି-ଦ୍ୱିତିଆ ରାତ୍ରି ଘ୨/୩୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୫/୪୨ ,ମକରରାଶିର ଘାତବାର ,ଦ୍ୱିତିଆର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ। ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା […]