ନୁଆ ଆଲୁମିନା କମିଟି

ମେଣ୍ଢାଶାଳ,୨୬/୯(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚବଦ୍ୟାଳୟ ରେ ନୁତନଆଲୁମିନ କମିଟି ଗଠନ ହୋଇଛି ।ଏହି କମିଟିରେ ସଭାପତିଭାବେ ସନ୍ତୋଷ କୁମାରାରୟ,ଉପସଭାପତିଭାବେ ମନୋଜ କୁମାର ସାମନ୍ତରାୟ, କନଭେନର ଭାବେ ସନ୍ତୋଷକୁମାରମହାରଣା,ସଭ୍ୟଭାବେ ରମାକାନ୍ତ ମହାପାତ୍ର,କାଦମ୍ବିନିମହାନ୍ତି ନିର୍ବାଚିତ ହୋଇଥିବାର ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀ ବିଶ୍ୱାଳ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Comments (0)
Add Comment