ଓଭରଲୋଡିଂ ଗାଡ଼ି ସାବଧାନ!
ଭୁବନେଶ୍ୱର,୨୧/୯(ଏସଏସ ନିଉଜ)ଗାଡ଼ି ଓଭରଲୋଡିଂ ନେଉଥିଲେ ସାବଧାନ। ଧରାପଡ଼ିଲେ ଫାଇନ୍ ଗଣିବେ।ଏଥିପାଇଁ ସବୁ ଆରଟିଓମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରିବାକୁ ପ୍ଲାନ ପ୍ରସ୍ତୁତ କରିଛି ବିଭାଗ ।ଓଭର ଲୋଡିଂ ପାଇଁ ଧରାପଡିଲେ ୨୦ ହଜାର ଟଙ୍କା ଫାଇନ ସହ ଅତରିକ୍ତ ବୋଝେଇ ମାଲ ଟନ୍ ୨ ହଜାର ଟଙ୍କା ଲେଖାଁଏ […]