Browsing monthly archive

October 2022

ତୀର୍ଥଯାତ୍ରୀ ବସ୍‌କୁ ଧକାଦେଲା କଣ୍ଟେନର

ବାଲେଶ୍ୱର,୧୩/୧୦(ଏସଏସ ନିଉଜ) ଜଳେଶ୍ୱରଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି।ଆଜି ଭୋର ୫ଟା ସମୟରେ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରରୁ ୫୦ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ ଦ୍ରୁତଗତିରେ ଏକ କଣ୍ଟେନର ଆସି ବସ୍‌ର ପଛପଟୁ ଧକ୍କା ଦେଇ ଚାଳକ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି। ପୁଲିସ ଗାଡ଼ିକୁ […]

ଫାଟିଲା ଗ୍ୟାସ୍ ସିଲିଣ୍ଡର

ଝାରସୁଗୁଡ଼ା,୧୩/୧୦(ଏସଏସ ନିଉଜ)ରୋଷେଇ ବେଳେ ଫାଟିଛି ଗ୍ୟାସ୍ ସିଲିଣ୍ଡର ।ବିସ୍ପୋରଣରେ ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ।ବ୍ରଜରାଜନଗର ଓରିଏଣ୍ଟ ଥାନା ଲମଟିବାହାଲରେ ଏହି ଅଘଟଣ ଘଟିଛି ।

କେନାଲରେ ବୁଡ଼ି ୩ ନିଖୋଜ

କଟକ,୧୩/୧୦(ଏସ ଏସ ନିଉଜ) ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ନିଖୋଜ ହୋଇଛନ୍ତି। ଚୌଦ୍ୱାର ରୂପଯାତ୍ରା ଦେଖି ଫେରିବା ବେଳେ ଏ ଅଘଟଣ ଘଟିଛି। ସ୍ଥାନୀୟ ଯୁବକଙ୍କ ସହାୟତାରେ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ , ଅନ୍ୟ ତିନିଜଣ ଏବେବି ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ , ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଲାଇନଚ୍ୟୁତ ହେଲା ସିମେଣ୍ଟ ବୋଝେଇ ଟ୍ରେନ୍

ସମ୍ବଲପୁର,୧୩/୧୦(ଏସ ଏସ ନିଉଜ) ସମ୍ବଲପୁରରେ ଲାଇନ ଚ୍ୟୁତ ହୋଇଛି ଝାରସୁଗୁଡ଼ାରୁ ସମ୍ୱଲପୁର ଆସୁଥିବା ସିମେଣ୍ଟ ବୋଝେଇ ଟ୍ରେନ୍ । ସମ୍ୱଲପୁରର ସର୍ଲା ୟାର୍ଡଠାରେ ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ ୪ଟି ବଗି ଲାଇନଚ୍ୟୁତ ହୋଇଛି ।ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ ଜଣାପଡିନଥିବାବେଳେ ଟ୍ରେନ ଟ୍ରାକର ମରାମତି କାର୍ଯ୍ୟ ଜାରି ରହିଛି।ଏହି ଘଟଣା ପରେ ଝାରସୁଗୁଡ଼ା-ସମ୍ବଲପୁର ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ୨ଟି ଟ୍ରେନକୁ ଆଜି ପାଇଁ ରଦ୍ଦ କରାଯାଇଛି।

ବସମାଲିକ ପୁଅର ଦାଦାଗିରୀ

ବାରଙ୍ଗ,୧୨/୧୦(ଏସଏସନିଉଜ)ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁର ପେଟ୍ରୋଲପମ୍ପ ନିକଟରେ ଜଣେ ବସ ମାଲିକ ପୁଅ ଅନୁଗୁଳରୁ ନନ୍ଦନକାନନ ଦେଇ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସରୁ ମାରଧରକରି ୫ହଜାରେ ଟଙ୍କା ଛଡାଇ ନେଇଥିବାର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବସମାଲିକ ପୁଅକୁ ଗିରଫ କରିନଥିବାର ଜଣାପଡିଛି । ପ୍ରକାସ ଯେ,ମଙ୍ଗଳବାର ଅପରାହ୍ନରେ ଓଡି୧୯ଜି -୨୪୭୪ନଂ ଯାତ୍ରୀବାହୀବସଟି ଯାତ୍ରୀନେଇ ବରମୁଣ୍ଡାରୁ ଅନୁଗୁଳକୁ ଯାଉଥିଲା ।ରଘୁନାଥପୁର ଗାଁମୁଣ୍ଡରେ ଓଡି୦୨-ଏୱାଇ-୧୩୦୫ନଂବସ ମାଲିକ ପୁଅ ବାପୁନିସାହୁ ଓ […]

ପୋଖରୀହୁଡ଼ାରୁ ମିଳିଲା ଶିଶୁକନ୍ୟା

ବାରଙ୍ଗ,୧୨/୧୦ (ଏସଏସ ନିଉଜ) ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଗିରିଙ୍ଗାପୁଟ ଡାକ ପୋଖରୀ ରାସ୍ତାକଡ଼ରେ ବୁଧବାର ରାତିରେ ଏକ ନବଜାତକ ୪ଦିନର ଶିଶୁକନ୍ୟାକୁ ଉଦ୍ଧର କରାଯାଇଛି। ଗିରିଙ୍ଗାପୁଟ ଗାଁର ଗିତା ସ୍ୱାଇଁ ଓ ଜିତେନ୍ଦ୍ର ସ୍ୱାଇଁ ବୁଧବାର ରାତିରେ ଡାକ ପୋଖରୀକୁ ଶୌଚ ପାଇଁ ଯାଇଥିଲେ।ଏହି ସମୟରେ ଏକ ଛୋଟ ପିଲାର କାନ୍ଦିବା ଶୁଣି ଏହି ଦମ୍ପତି ଟର୍ଚ୍ଚ ମାରି କାନ୍ଦ ଆସୁଥିବା ସ୍ଥାନକୁ ଅନୁସରଣ କରି ଯାଇଥିଲେ।ସେଠାରେ ପହଂଚି ନବଜାତ ଶିଶୁକନ୍ୟା ଟି କାନ୍ଦୁଥିବାର ଦେଖି ଉଦ୍ଧାର […]

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୧୩ ତାରିଖ (ଗୁରୁବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ରାତ୍ରି ଘ୨/୫୨ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୩/୩୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୨/୧୩ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ଭକ୍ଷଣ ନିଷେଧ । ମେଷ-ପ୍ରତ୍ୟେକକ୍ଷେତ୍ରରେ ଆପଣ ନିଜକୁ ଠିକ୍‌ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେନାହିଁ । ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ। ପ୍ରଶାସନିକସ୍ତରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକତ୍ୱରାନ୍ବିତ ହେବାରେ ବନ୍ଧୁ […]

ହବିଷ୍ୟାଳିଙ୍କୁ ମାଡ!

ପୁରୀ,୧୨/୧୦(ଏସଏସନିଉଜ)ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳିଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ଆସିଛି। ଶ୍ରୀମନ୍ଦିରଭିତରେ ଜଣେସେବାୟତ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ହବିଷ୍ୟାଳିଜଣଙ୍କ ବ୍ରହ୍ମଗିରିଅଞ୍ଚଳର ହୋଇଥିବା ବେଳେ ସେ ବୃନ୍ଦାବତୀନିବାସରେ ରହୁଥିଲେ। ମାଡ଼ ମାରିଥିବା ସେବାୟତ କିଏ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାର ଜଣାପଡିଛି ।

ନାଁ ଘୋଷଣା କରିବ ଦଳ

ଭୁବନେଶ୍ୱର,୧୨/୧୦(ଡିଏନଏ) ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଘୋଷଣା କରିବ ବିଜେଡ଼ି। ପ୍ରାର୍ଥୀଙ୍କନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜିନାଁ ଘୋଷଣାକରିବେ ଦଳରସଭାପତି ତଥା ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ। ବଡ଼ବ୍ୟବଧାନରେ ବିଜୟପାଇଁ ବ୍ଲୁପ୍ରିଣ୍ଟ କରିଛି ଶାସକ ଦଳ ।ତେବେ ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି କଂଗ୍ରେସପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରିଛି ଏଆଇସିସି ।ବିଧାୟକ ବିଷ୍ଣୁସେଠୀଙ୍କ ମୃତ୍ୟୁପରେ ଏହି ଆସନଟି ଖାଲିପଡିଥିଲା । […]

ଆସୁଛି ମହାବାତ୍ୟା ‘ସିତରଙ୍ଗ!

ଭୁବନେଶ୍ୱର,୧୨/୧୦(ଡିଏନଏ) ଆସୁଛି ଆଉ ଏକ ମହାବାତ୍ୟା । ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ମହାବାତ୍ୟା ହେଲେ ଏହାର ପ୍ରଭାବରେ ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିପାରେ । ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି । ବାତ୍ୟାର ନାମ ‘ସିତାରଙ୍ଗ’ […]