୭ଟିସ୍ଥାନରେ ବିକ୍ରିହେବ ବାଣ
ଭୁବନେଶ୍ୱର,୧୫/୧୦(ଏସଏସ ନିଉଜ)ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ଦେଇଛି।ସେଗୁଡ଼ିକ ହେଲା ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀ ନଗର, ଲକ୍ଷ୍ମୀସାଗର।ଏହାସହ ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ହେବ।
Browsing monthly archive
ଭୁବନେଶ୍ୱର,୧୫/୧୦(ଏସଏସ ନିଉଜ)ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ଦେଇଛି।ସେଗୁଡ଼ିକ ହେଲା ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀ ନଗର, ଲକ୍ଷ୍ମୀସାଗର।ଏହାସହ ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ହେବ।
ମେଣ୍ଢାଶାଳ,୧୪/୧୦ (ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମର ହରିଜନ ଓ ଡମ ସାହିର ପ୍ରତ୍ୟେକ ପରିବାରକୁ ଆଜି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟଙ୍କ ଦ୍ୱାରା କଲମି ଆମ୍ବ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ଯେଉଁ ପରିବାର ବୃକ୍ଷକୁ ଉତ୍ତମ ଭାବେ ବଢାଇଥିବେ ତାଙ୍କୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵ ପାଇଁ ମହାବିପଦ ଡାକିଆଣିଲାଣି। ଯେଉଁଭଳି […]
୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ (ଶନିବାର)କାର୍ତିକ ମାସ -କୃଷ୍ଣ ପକ୍ଷ, ତିଥି- ଷଷ୍ଠୀ, ସୁର୍ୟୋଦୟ ପ୍ରାତଃ ଘ୦୫/୪୪/ ୪୧,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫ /୨୦/୩୯,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, କନ୍ୟାରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ। 🐏ମେଷ-ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଅଧ୍ୟାପକଙ୍କୁ ବଡ଼ କଲେଜରେ ବଢ଼ିଆ ପ୍ରସ୍ତାବ ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। 🐮ବୃଷ-ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ; […]
ଭୁବନେଶ୍ୱର,୧୪/୧୦(ଏସଏସ ନିଉଜ)ଧାମନଗର ପାଇଁ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ। ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଲେ। ପଦ ଯାତ୍ରାରେ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କଲେ। ବିଜେଡିରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି।
ଭୁବନେଶ୍ୱର,୧୪/୧୦(ଏସଏସ ନିଉଜ)କଣ୍ଟାବାଞ୍ଜିରୁ ତୁରେଇ କେଲା ପୋଲିସ ଦ୍ୱାରା ୧୬ ଦାଦନ ଉଦ୍ଧାର। ତେଲେଙ୍ଗାନା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୩ ମହିଳା, ୩ ଶିଶୁ ଅଛନ୍ତି। ସମସ୍ତ ଉଦ୍ଧାର ଦାଦନ ଲାଠୋର ଓ ତୁଷୁରା ଥାନା ଅଞ୍ଚଳର। କଣ୍ଟାବାଞ୍ଜି ପୋଲିସ କାଲି ୨୭ ଦାଦନଙ୍କୁ ଉଦ୍ଧାର କରିଥିଲା।
ବାରଙ୍ଗ,୧୩/୧୦(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ରୋକଟଗ୍ରାମର ବୁଡୁନଇରେ ବୁଧବାରଠାରୁ ନିଖୋଜ ହୋଇଥିବା ଯୁବକର ପତାନମିଳିବା ଘଟଣାରେ ଉତ୍ୟକ୍ତ ହୋଇ୍ ଗ୍ରାମବାସୀ ମାନେ ଗୁରୁବାରଦିନ ଗାଁମୁଣ୍ଡରେ ରାସ୍ତାରୋକ କରିଥିଲେ ।ଫଳରେ ୩ଘଂଟାଧରି ଏହିରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା ।ଖବରପାଇ ମଂଚେଶ୍ୱରଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବୁଝାସୁଜା କରିବା ସହ ଶୁକ୍ରବାରଦିନ ସକାଳୁ ସ୍ୱତନ୍ତ୍ରଭାବେ ଦୁଇଟି ଟିମ ଦ୍ୱାରା ଖୋଜାଖୋଜି କରିବାର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା । ପ୍ରକାସ ଯେ,ବୁଧବାରଦିନ ରୋକଟଗ୍ରାମର୪୫ବର୍ଷୀୟ ରଞ୍ଜନବେଜ ନାମକ ଜଣେ ଯୁବକ […]
ବାରଙ୍ଗ,୧୩/୧୦(ଏସଏସନିଉଜ) ବାରଙ୍ଗଥାନା ପୋଲିସ ବୁଧବାରରାତିରେ ପେଟ୍ରୋଲିଂବେଳେ ବଙ୍ଗାଳିସାହି ନିକଟରେ ଏକ ମଦବୋଝେଇ କାରସହ ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ବାରଙ୍ଗଥାନାପୋଲିସ ପେଟ୍ରୋଲିଂ କରୁଥିବାବେଳେ ବିଶେଷସୁତ୍ରୁ ଖବରପାଇ ଦ୍ରୁତଗତିରେ ଆଠଗଡରୁ ଭୁବନେଶ୍ୱରପଟକୁ ଆସୁଥିବା ଓଆର୦୧-୪୦୦୭ନଂ ମାରୁତିୱାଗନର କାରକୁ ଥାନାଅଧିକାରୀ ଆକାଶ ଚନ୍ଦ୍ର ରାଣାନେତୃତ୍ବରେ ଏକ ଦଳ ରୋକିଥିଲେ । କୈାଶଳକ୍ରମେ ଭରତପୁରଥାନା ଅଧିନ ପାତ୍ରପଡା ଫୁଲେଶ୍ଵରୀ ବସ୍ତିର ମିଥୁନ ବାରିକ ନାମକ କାରଚାଳକ ଖସିପଳାଇଯାଉଥିବାବେଳେ ପୋଲିସ ତାକୁ ଧରିବା ସହ କାର ଭିତରୁ ୧୦ଟି ପ୍ଲାଷ୍ଟିକଜାତରକିନରେ […]
ମେଣ୍ଢାଶାଳ,୧୩/୧୦(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚାୟତର ଗିରିଙ୍ଗାପୁଟ ମୈାଜାରେ ୨୨ଏକର ପରିମିତ ଜାଗାକୁ ରାଜ୍ୟସରକାର ଏକ ଶିଳ୍ପାନୁଷ୍ଠାନ ପାଇଁ ଅନୁମତି ଦେଇଛନ୍ତି ।ଏହି ଜାଗାକୁ ଇଡକୋଦ୍ୱାରା ଜମି ଅଧିଗ୍ରହଣ କରାଯାଇ ଏହି ଶିଳ୍ପସଂସ୍ଥାକୁ ହସ୍ତାନ୍ତର କରାଯାଇଛି ।ଏବେ ଏହି ସଂସ୍ଥାଦ୍ୱାରା କାମ ଆରମ୍ଭ ହୋଇଛି ।ଏହି ସଂସ୍ଥାଚାଲିଲେ ଅଂଚଳର ଆର୍ଥିକସ୍ଥିତି ସ୍ୱଛଳ ହେବ ।ଏହାସହ ଦକ୍ଷତାଭିତିରେ ମେଣ୍ଢାଶାଳ ପଂଚାୟତର ଶିକ୍ଷିତ ବେକାର ଯୁବତୀ ଓ ଯୁବକମାନେ ନିଯୁକ୍ତି ପାଇ ଆତ୍ମନିର୍ଭରଶୀଳ ହୋଇପାରିବୋ ସେଥିପାଇଁ ଏକ ସ୍ମାରକୀପତ୍ର ସରଂପଚ କୈାଶଲ୍ୟା ବଳିୟାରସିଂହ […]
୨୦୨୨ ମସିହା ଅକ୍ଟୋବରମାସ ୧୪ତାରିଖ (ଶୁକ୍ରବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ରାତ୍ରିଘ୪/୩୧ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫ /୪୪/୦୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୨୧/୨୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର , ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବେଲ ଭକ୍ଷଣ ନିଷେଧା ମେଷ-ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ବୃଷ-ଦିନସାରା ଯୋଜନା […]
ବ୍ରହ୍ମପୁର,୧୩/୧୦(ଏସ ଏସ ନିଉଜ)ବିପୁଳ ପରିମାଣର ଗୁଟଖା ଜବତ କଲା ଗୋଳନ୍ଥରା ଥାନା ପୁଲିସ।ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରେ ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡଧରଣର ନକଲି ଗୁଟଖାକାରଖାନା ଉପରେ ଗୋଳନ୍ଥରାଥାନା ପୁଲିସ ଚଢାଉ କରିଛି। ବିପୁଳ ପରିମାଣର ସାମଗ୍ରୀ ସହ ଅନେକ ସରଞ୍ଜାମ ମଧ୍ୟ ଜବତ କରିଥିବା ଜଣାପଡିଛି।