Browsing yearly archive

2022

ଜାନୁଆରୀ ୧୭ରୁ ବସ୍ ଧର୍ମଘଟ!

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ) ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଜାନୁଆରୀ ୧୭ତାରିଖରୁ ୮ ଦଫା ଦାବିନେଇ ବସ ଧର୍ମଘଟ କରିବାକୁ ଯାଉଛି । ସ୍କ୍ରାପ୍ ପଲିସି ଉଚ୍ଛେଦ ସହିତ ୮ ଦଫା ଦାବୀ ୧୬ତାରିଖ ସୁଦ୍ଧା ପୁରଣ ନହେଲେ ୧୭ରୁ ବସ୍ ଗଡ଼ିବନି ବୋଲି ଧମକ ଦେଇଛି ବସ୍ ମାଲିକ ସଂଘ।

୧୨ଘଣ୍ଟିଆ ବିନିକା ବନ୍ଦ

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଉଛି। ପ୍ରସ୍ତାବିତ OPTCLର ବିଦ୍ୟୁତ ଟାୱାର ହଟାଇବା ଦାବିରେ ଏହି ବନ୍ଦ ପାଳନ ହେଉଛି। ଟାୱାର ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେବା ଅଭିଯୋଗ ହୋଇଛି। ବିଭିନ୍ନ ସ୍ଥାନରେ ପିକେଟିଂ ସହ ସହରର ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିବାର ଦେଖିବାକୁ ମିଳିଛି।

ଭିଜିଲାନ୍ସ ଜାଲରେ ରେଞ୍ଜ ଅଫିସର୍

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ କେଶବଙ୍କ ଘରେ ଓ ଅଫିସ୍‌ରେ ରେଡ୍ ଚାଲିଛି। କଳାହାଣ୍ଡି ଜିଲ୍ଲାରେ ଥିବା ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ।

ରାଶିଫଳ

୨୧-୧୨-୨୦୨୨(ବୁଧବାର)ଦେବତାଗଠନ, ନୌକାଗଠନ ବୀଜବପନ,ଦୀକ୍ଷାଗ୍ରହଣ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦିକ୍ଷାଗ୍ରହଣ । କର୍କଟରାଶିର ଘାତବାର ,ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ମାଛ ଭକ୍ଷଣ ନିଷେଧ । ମେଷ:-ମହତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତ ରୁହନ୍ତୁ। ଅଚାନକ ଧନଲାଭ ହେବ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ। ବୃଷ:-ଆପଣଙ୍କୁ ବଡ଼ ଭାଇ ଭଉଣୀଙ୍କର ସହଯୋଗ ମିଳିବ। ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ବିବାହିତ […]

ଓଲଟିଲା କୋଇଲାବୋଝେଇ ଗାଡି

ବାରଙ୍ଗ,୨୦ା୧୨(ଏସଏସନିଉଜ)ସୋମବାର ବିଳମ୍ଭିତ ରାତିରେ ବାରଙ୍ଗଥାନା ଅଧିନସ୍ଥ ପାଟପୁରଗାଁ ମୁଣ୍ଡରେ ଦୁର୍ଘଟଣାଘଟି ଓଆର-୧୯ଏଫ-୩୬୯୭ନଂ ୪୦୭କୋଇଲାବୋଝେଇଗାଡିଟି ଓଲଟିପଡି କ୍ୟାବିନ ଓ ବଡି ଅଲଗାହୋଇଯାଇଛି । ଗାଡିଚାଳକ ଗୁରୁତରଆହତ ହୋଇଥିବାବେଳେ ଦ୍ରୁତଗତିରେ ଆଠଗଡରୁ ଗୋଡିସାହି ଫାଣ୍ଡିଦେଇ କୋଇଲାନେଇ ବାରଙ୍ଗ ଇଟାଭାଟିକୁ ଆସୁଥିବାବେଳେ ଭାରସମ୍ୟହରାଇ ଗାଡିଟି ରାସ୍ତାପାଶ୍ୱର୍ରେ ଥିବା ଇଲେକ୍ଟ୍ରିଖୁଂଟରେ ମାଡ ହୋଇଯାଇଥିଲା ।ଯାହାଫଳରେ ଗାଡଟି ଓଲଟିପଡି ବଡି ଓ କ୍ୟାବିନ ଦୁଇଟାଯାକ ସମ୍ପୁର୍ଣ ଅଲଗାହୋଇଯାଇଥିଲା । ଗୁରୁତରଆହତ ଅବସ୍ଥାରେ ଗାଡିଚାଳକକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିସ୍ାପାଇଁ କଟକବଡମେଡିକାଲକୁ ପଠାଇଛନ୍ତି ।ଅନ୍ୟପଟେ […]

ସାମ୍ବାଦିକଙ୍କ ସଚ୍ଚୋଟତା

ବାରଙ୍ଗ,୨୦ା୧୨(ଏସଏସନିଉଜ) ବାରଙ୍ଗଅଂଚଳର”ସମାଜ’ ସାମ୍ବାଦିକ ଜଣେ ମହିଳା ବଙ୍ଗୀୟ ପର‌୍ୟ୍ୟଟକଙ୍କୁ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ଫେରାର ସାଧୁତାର ପରିଚୟ ଦେଇଛନ୍ତି। କଲିକତା ବାବୁଘାଟ ଅଳଞ୍ଚର ସୁନଦା ଚାଟାର୍ଜୀ ଓ ତାଙ୍କ ସ୍ବାମୀ ଜି.ଚାଟାର୍ଜୀ ପରିବାର ସଦସ୍ୟଙ୍କ ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଙ୍ଗଳବାରଦିନ ବୁଲିବାକୁ ଆସିଥିଲେ।ବୁଲାବୁଲି କରି ଘରକୁ ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟଛକ ଠାରେ ଥିବା ପିଙ୍କି ହୋଟେଲରେ ମଧ୍ୟାନ୍ନ ଭୋଜନ କରିଥିଲେ।ପରେ ମହିଳା ଜଣକ ହୋଟେଲ ପାଖରେ ଥିବା ଏକ ସ୍କୁଟି ଗାଡି ସିଟ୍ ଉପରେ ଭ୍ୟାନିଟ୍ ବ୍ୟାଗ […]

ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ଡିଜିପିଙ୍କ ନିର୍ଦ୍ଦେଶପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।  ଜେଲରେ କେମିତି ମଲା ଗୋବିନ୍ଦ ।ଏହି ଘଟଣାଉପରୁ ପରଦା ଉଠାଇବାପାଇଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚା କ୍ରାଇମବ୍ରାଞ୍ଚର୧୦ ଜଣିଆ ଟିମ୍ ଦେବ ରିପୋର୍ଟାଅନ୍ୟପଟେଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାରୁ ଆସୁଛନ୍ତି ସ୍ପେଶାଲ ଟିମ୍। ବୁର୍ଲା ଭିମସାର FMT ବିଭାଗର ୨ ବିଶେଷଜ୍ଞ ଡାକ୍ତର ବଲାଙ୍ଗିର ଯାଉଛନ୍ତି। FMT ଜଣେ ପ୍ରଫେସର ଓ ଜଣେ ଆସୋସିଏଟ ପ୍ରଫେସର ଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ। ଧାନକିଣା ଦୁର୍ନୀତି ଓ ଚାଷୀସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଲେ ଖରିଫ ଋତୁରେ ୫.୫୪ ଲକ୍ଷ ଏକରଜମି ଭୂତଜମି ବୋଲି ଚିହ୍ନଟ ହୋଇଛିାଚାଷ ନ ହେଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କଲେ ବସନ୍ତ। ୧୭୧୫ କୋଟିର ଏମ୍ଏସ୍ପି ସହାୟତା ପାଇବାକୁ ଷଡ଼ଯନ୍ତ୍ର ହୋଇଛି। ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରାଯାଉଛି […]

ଦମ୍ପତିଙ୍କଠାରୁ ଲୁଟିଲେ୩ଲକ୍ଷ

ନୀଳଗିରି, ୨୦/୧୨(ଏସଏସନିଉଜ) ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ୩ଲକ୍ଷ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଭାଲୁକାଶୁଣି ଛକରେ ଲୁଟ୍ ହୋଇଛି। ବାଇକରେ  ୩ ଦୁର୍ବୃତ୍ତ ଆସି ଦମ୍ପତିଙ୍କଠାରୁ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତିାଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ଇଡ DMଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) ଇଡକଲ DMଙ୍କ ଗୟା ସାଁତରାଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଟେରାହୋଇଯାଇଛି। ଗୟା ସାଁତରାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ। ୧୬ଟିରୁ ୪ଟି ଆକାଉଣ୍ଟ ଯାଞ୍ଚ ହେଉଥିବାବେଳେ୪ଟିରେ ରହିଛି ୩ କୋଟି। ଅନ୍ୟ ବ୍ୟାଙ୍କରେ ଥିବା ଆକାଉଣ୍ଟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ୟା ସାଁତରାଙ୍କ ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ,ଗୋଟିଏ ହୁଣ୍ଡାଇ କ୍ରେଟା ଓ ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଗାଡ଼ି ଠାବହୋଇଛି। […]