Browsing yearly archive

2022

ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ବର,୯/୪(ଏସ ଏସ ନିଉଜ) ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭଇଜାଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କାଜବତ କରିଛି ଭିଜିଲାନ୍ସ ।ତଦନ୍ତ ସମୟରେ କଳ୍ପନାଭଉଣୀ ଘରେ ଟଙ୍କା ଥିବାର ମାନିଥିଲେ ।ବର୍ତ୍ତମାନ ସୁଦ୍ଧା ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି ।

ଆଜି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୯/୪(ଏସ ଏସ ନିଉଜ) ଆଜି ପବିତ୍ର ଅଶୋକାଷ୍ଟମୀ ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ ।ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ୫ ଦିନ ଧରି ହେବାକୁ ଥିବା ରୁକୁଣା ରଥଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି ।

ଆଜିର ରାଶିଫଳ

ଅପ୍ରେଲ ମାସ ୦୯ ତାରିଖ ୨୦୨୨ ମସିହା(ଶନିବାର) ଚୈତ୍ର-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ,କନ୍ୟା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ , ଲାଉ ଭକ୍ଷଣ ନିଷେଧ। ମେଷ : -ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ […]

ପ୍ରଶିକ୍ଷଣ ବେଳେ ହାତୀ ଆକ୍ରମଣ

ବାରଙ୍ଗ,୮/୪(ଏସଏସନିଉଜ)ଚନ୍ଦକାଡମପଡା ଅଭୟାରଣ୍ୟରେ ଶୁକ୍ରବାରଦିନ ଏସଓଜି ଯବାନଙ୍କ କମ୍ଭିଂ ଅପରେସନ ପ୍ରଶିକ୍ଷଣ ଚାଲିଥିଲା । ପିଠାଗାଡ଼ିଆ ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ ରେ ୮୮ଜଣ ଯବାନ ରହିଥିଲେ ।ଏହି ଯବାନମାନଙ୍କୁ କମ୍ଭିଂ ଅପରେସନ ପ୍ରଶିକ୍ଷଣ ଦିଆଯାଉଥିଲା ।ଯବାନମାନେ ପ୍ରଶିକ୍ଷଣ ନେଉଥିବାବେଳେ ହଠାତ ଏକ ଜଙ୍ଗଲିହାତୀ ଜଣେ ଯବାନଙ୍କ ସାମ୍ନାକୁ ପଳାଇ ଆସିଥିଲା ।ଫଳରେ ହାତୀ ଆକ୍ରମଣରେ ଏହି ଯବାନଙ୍କ ହାତ ଓ ପାଦରେ କ୍ଷତ ସୃଷ୍ଟି ହୋଇଥିଲା ।ଏହି ଘଟଣାକୁ କିଛିଦୁରରେ ଥିବା ଅନ୍ୟ ଜଣେ ଯବାନ ଦେଖିବାପରେ ଅନ୍ୟମାନଙ୍କୁ […]

କେନ୍ଦୁପାଟଣା ବିଦ୍ୟାଳୟରେ ସହଯୋଗ–୨ତାଲିମ ଶିବିର

ବାରଙ୍ଗ,୮/୪(ଏସଏସନିଉଜ) ସର୍ବଶିକ୍ଷା ଅଭିଯାନ ତରଫରୁ ଭୁବନେଶ୍ବର ବ୍ଲକର ସମସ୍ତ ପ୍ରାଥମିକ,ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସମୂହ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନି ଦିନିଆ ଏକ “ସହଯୋଗ–୨” ପ୍ରଶିକ୍ଷଣ ଶିବିର ବୁଧବାରଠାରୁ ଆରମ୍ଭ ହୋଇଛି।ଏହି ପରିପେକ୍ଷୀରେ ଦାଢାପଞ୍ଚାୟତ ଅନ୍ତର୍ଗତ ପଦାସାହି କ୍ଲଷ୍ଟର ଅଧିନ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ବୁଧବାର ଠାରୁ ପୂର୍ବାହ୍ନ ୧୦ଟାରୁ ୪ଟା ପର‌୍ୟ୍ୟନ୍ତ ୩ଦିନିଆ ଏକ “ସହଯୋଗ—୨” […]

ଓଲଟିଲା ବସ୍

ଭୁବନେଶ୍ୱର,୮/୪(ଏସଏସନିଉଜ)ଜୟଦେବ ବିହାର ଓଭର ବ୍ରିଜ ତଳେ ଡିଭାଇଡରରେ ପିଟି ହେବା ଫଳରେ ବସଟି ଓଲଟି ପଡିଛି । ବସରେ ଥିବା ୩୦ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତ ହୋଇଥିବା ଶ୍ରମିକଙ୍କୁ ଚିକିସ୍‌ାପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛିାବସଟି ନୟାପଲ୍ଲୀରୁ ପଟିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟି ରାସ୍ତା ଉପରେ ଗାଡ଼ିଟି ଓଲଟି ପଡ଼ିଥିଲା ।

ଯୁବକଙ୍କୁ ଏସିଡ୍ ମାଡ଼

ଭଦ୍ରକ,୮/୪(ଏସଏସନିଉଜ) ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ବନ୍ତ ଥାନା ସିଲନ୍ଦି ଗାଁରେଏକ ଅଭାବନୀୟ ଘଟଣା ଘଟିଛି ।ବାପାଙ୍କ ଔଷଧପାଇଁ ପାଇଁ ଛେନାପଦୀ ମାର୍କେଟକୁ ଯାଉଥିବାବେଳେ ପାର୍ଥସାରଥୀ ଜେନା ନାମକ ଯୁବକ ଉପରକୁ ଏସିଡ଼୍ ମାଡ଼ ହୋଇଥିବା ଜଣାପଡିଛି ।ଫଳରେ ତାଙ୍କ ଆଖିରେ ଏବଂ ମୁହଁ ଏସିଡ ମାଡ଼ ହୋଇ ଥିବାରୁ ସେ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ […]

ଗିରଫ ହେଲେ ନାଏବ ସରପଞ୍ଚଙ୍କ ସ୍ବାମୀ

ବଲାଙ୍ଗୀର ,୮/୩(ଏସଏସନିଉଜ) ବଲାଙ୍ଗୀର ମୋବାଇଲ ୟୁନିଟ ଓ ସଦର ରେଞ୍ଜ ଟିମ ମିଳିତ ଚଢ଼ାଉ କରିଗୁଡଭେଲା: ତୁଷୁରା ଥାନ ଅନ୍ତର୍ଗତ ଭୋଏଗୁରା ଗାଁରୁ ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତର ନେବ ସରପଞ୍ଚ ରେଣୁକା ଛତ୍ରିଆଙ୍କ ସ୍ବାମୀ ରାହାସ ବିହାରୀ ଛତ୍ରିଆଙ୍କୁ ଗିରଫ କରିଥିବା ଜଣାପଡିଛି । ରାହାସ ନିଜ ଘରେ ଗଞେଇ ରଖିଥିବାର ଖବର ପାଇ ଏହି ଟିମ୍ ଚଢଉ କରିଥିଲା ।

ଆଜିର ରାଶିଫଳ

ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ପ୍ରତିଷ୍ଠା ଓ ବାସନ୍ତିକ ଶ୍ରୀ ଦୁର୍ଗାଦେବ୍ୟା ସପ୍ତମୀ ପୂଜା,ଶୁକ୍ରବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୮ ତାରିଖ,ଚୈତ୍ର ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ , ସୁର୍ୟୋଦୟ-ପ୍ରାତଃ ଘ୫/୩୮/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୦୭,ବିଛା, ଧନୁ ଓ ମୀନ ରାଶି ର ଘାତବାର,କନ୍ୟା ରାଶି ର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ଭକ୍ଷଣ ନିଷେଧ, 🐏ମେଷ👉ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର […]

ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ

କଟକ,୭/୪(ଏସଏସନିଉଜ) ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ନାଁ ଥିବା ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ କଟକ ରେଲୱେ ଷ୍ଟେସନରୁ ଧରାପଡିଛି । ଆରପିଏଫ୍ ପକ୍ଷରୁ କଟକ ରେଲୱେ ଷ୍ଟେସନରୁ ଯାଞ୍ଚ ବେଳେ ଧରାପଡିଥିଲା ଉମର ଫାରୁକ । ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବାର ଜଣାପଡିଥିବାବେଳେ ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଧରାପଡିଥିଲା