ଆଜିର ରାଶିଫଳ
ପ୍ରେବୃଆରୀ ମାସ ୦୭ ତାରିଖ ୨୦୨୩ ମସିହା(ମଙ୍ଗଳବାର) ଫାଲଗୁନମାସ-କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା, ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/ ୪୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/ ୨୦,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଭକ୍ଷଣ ନିଷେଧ।ଆଜିର ରାଶିଫଳ ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟ ମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ […]