Browsing daily archive

February 8, 2023

ବ୍ଲକ ଘେରିଲା ବାରଙ୍ଗ ବିଜେପି

ବାରଙ୍ଗ,୮ା୧(ଏସଏସନିଉଜ) ପ୍ରଧାନମନ୍ତ୍ରୀଗ୍ରାମୀଣ ଆବାସ ଯୋଜନାରେ ହେଉଥିବା ବ୍ୟାପକ ଅନିୟମିତତା ବିରୁଦ୍ଧରେ ବାରଙ୍ଗମଣ୍ଡଳବିଜେପି ସଭାପତି ପ୍ରଭାତମହାପାତ୍ରଙ୍କ ନେତୃତ୍ୱରେ ବିଜେପିକର୍ମୀମାନେ ବୁଧବାରଦିନ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଜେପିକର୍ମୀମାନେ ତ୍ରିଶୁଳିଆଛକଠାରୁ ଏକ ବିରାଟ ପଦଯାତ୍ରାରେ ବ୍ଲକ ପର୍ଯ୍ୟନ୍ତ ବିଭିର୍ଣ ସ୍ଲୋଗାନମାନ ଦେଇ ଚାଲିଚାଲିଆସିଥିଲେ ।ଏଥିରେ ବାଙ୍କୀନେତା ଶୁଭ୍ରାଂଶୁ ମୋହନପାଢୀ,ଜିଲ୍ଲାସମ୍ପାଦକପ୍ରଭାସରାଉତ,ସୁଭୟସାହୁ,ସୁଜାତାପରିଡା,ଲିନୁବେହେରା,ମଧୁସ୍ମିତାଘଡେଇ,ଗୋବି୍‌ଦସ୍ୱାଇଁ,ବିଭୁତିଭୁଷଣଜେନା ,ବିଜୟପାଣି.ନିଳକଣ୍ଠମାଝୀ ପ୍ରମୁଖ ଶତାଧିକ ବିଜେପି କର୍ମି ଯୋଗଦେଇଥିଲେ ।

ଗୋଚାଳଣ ଅଭିଯୋଗରେ ୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ) ରାସ୍ତା ଉପରେ ଶୋଇରହୁଥିବା ଗୋରୁଗାଇଙ୍କୁ ଉଠାଇନେଇ ବେଆଇନଭାବେ ଗୋରୁଚାଳଣ କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ତିନିଜଣଙ୍କୁ ଗିରଫକରି ବୁଧବାରାଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମଙ୍ଗଳାବାଗ ଥାନା ଅଂଚଳର ଏସକେଅଫସର(୨୭), ଲାଲବାଗଥାନା ଅଂଚଳର ଏସକେମକସୁଡ (୨୪) ଓ ଦରଘାବଜାର ଥାନା ଅଂଚଳର କେ. ଗୋପାଳକ୍ରିଷ୍ନ(୨୫) ।ଏହି ତିନିଜଣ ଯୁବକ ମଙ୍ଗଳବାରବଢିଭୋର ସମୟରେ ବାଙ୍କୀପଟରୁ ରାସ୍ତାରେ ଶୋଇଥିବା ୩ଟ ଗୋଟିଏ ଷଣ୍ଡ ଓ ୨ଟି ଗାଈକୁ ଉଠାଇ ଓଡି ୦୫ ଏଡବ୍ଲ ୦୭୯୦ନଂ ଟାଟାଏସିଗାଡିରେ ଲଦି ବାରଙ୍ଗ […]