Browsing daily archive

February 15, 2023

ଇକୋରିଟ୍ରିଟରେ ଅ।ଇଏଏସ ସମ୍ମିଳନୀ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ବରିଷ୍ଠ ଅ।ଇଏଏସଅଧିକାରୀଙ୍କର ଗୁପ୍ତବୈଠକ । ସାମିଲ ହେଲେ ରାଜ୍ୟର ବରିଷ୍ଠଅ।ଇଏସଅଧିକାରୀ । ଗତକାଲିସଂଧ୍ୟାରୁ ଅ।ଜି ଦିନତମାମ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବୈଠକଜାରି ରହିଛିା

ଗୋପ ପ୍ରାକୃତିକଗ୍ୟାସ ଅଏଲ ଖନନ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ପ୍ରାକୃତିକଗ୍ୟାସ ଓ ଅଏଲ ସନ୍ଧାନ ଖନନକାର୍ଯ୍ୟ ଆରମ୍ଭ ହୋଇଛି ।ପୂଜାର୍ଚ୍ଚନା କରାଯାଇ ଏହି ଶୁଭକାର୍ଯ୍ୟର  ଆରମ୍ଭ ହୋଇଛି। ରିଗମେସିନ ସାହାଯ୍ୟରେ ହେବ ଖନନ । ଖନନପାଇଁ ଅଏଲ ଇଣ୍ଡିଆତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଚାଲିଗଲା ଅବକାରୀକର୍ମଚାରୀଙ୍କ ଜୀବନ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ସମ୍ବଲପୁରଜିଲ୍ଲା ଜାତୀୟରାଜପଥ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।ଧକ୍କାଦେଲା ଅଜଣାଗାଡି ।ଯାହାଫଳରେ ଚାଲିଯାଇଛି ଅବକାରୀକର୍ମଚାରୀଙ୍କ ଜୀବନ ।ମୃତକ ହେଉଛନ୍ତି ସମ୍ବଲପୁର ଅବକାରୀବିଭାଗର କର୍ମଚାରୀ ଦିଲ୍ଲୀପ କୁମାର ସ୍ୱାଇଁ ବୋଲି ଜଣାପଡିଛି ।

ମହାଶିବରାତ୍ରୀ ପାଇଁ ପ୍ରଭୁଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆସନ୍ତା୧୮ତାରିଖରେ ମହାଶିବରାତ୍ରୀ । ରାତି୧୦ଟାରେ ଉଠିବ ମହାଦୀପ । ରାତି୧୦ଟାରୁ୧୧ଟା ସାହାଣମେଲାଦର୍ଶନ ।ନିର୍ଘଣ୍ଟହୋଇଥିବା ନୀତି ମୁତାବକ ପ୍ରଭୁଲିଙ୍ଗରାଜଙ୍କର ରାତି୩ଟାରୁ ମଙ୍ଗଳଆଳତୀ ଓ ଅବକାଶନୀତି କରାଯିବ । ଏହାପରେ ଭୋରସାଢେ୩ଟାରୁ୧୧ଟା ଯାଏଁ ସାହାଣମେଲାଦର୍ଶନ ହେବ । ଦିନ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ପର୍ଯ୍ୟନ୍ତ ଘଣ୍ଟାଏଧରି ସାହାଣମେଲା ଦର୍ଶନହେବ । ସନ୍ଧ୍ୟା୭ଟାରେ ଶ୍ରୀଜୀଉଙ୍କ ପହୁଡପଡିବାପରେ ସନ୍ଧ୍ୟାଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ ।

ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଦିଲ୍ଲୀରେ ଶ୍ରଦ୍ଧାହତ୍ୟାର ପୁନରାବୃତ୍ତି ହୋଇଛି ।ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ। ନଜଫଗଡ୍ ମିତ୍ରୋନ୍ ଗାଁରେ ଶ୍ରଦ୍ଧାପୁନୱାଲ ହତ୍ୟାକାଣ୍ଡର ପୁନରାବୃତ୍ତି। ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା। ୨୪ବର୍ଷୀୟ ପ୍ରେମିକ ସାହିଲଗେହଲଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।ସାହିଲ ପ୍ରେମିକା ନିକ୍କି ଯାଦବଙ୍କସହ ଦୀର୍ଘବର୍ଷହେବ ଏକାଠିରହୁଥିଲେ। ସାହିଲଙ୍କପରିବାର ବିରୋଧ କରିବାସହ ଅନ୍ୟତ୍ର ବାହାଘର ଠିକ କରିଥିଲେ। ଫେବ୍ରୁଆରୀ୯ରେ ସାହିଲଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲାାଖବରପାଇ ୯ତାରିଖରେ ନିକ୍କି ସାହିଲଙ୍କ ପାଖରେ […]

୨୧୨ ଘଣ୍ଟା ପରେବି ବଞ୍ଚିଛି ଜୀବନ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ୮ ଦିନପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧା୨୧୨ଘଣ୍ଟା ପରେବି ବଞ୍ଚିଛିଜୀବନ । ୮ଦିନ ପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୭୭ବର୍ଷୀୟ ବୃଦ୍ଧ । ଉଦ୍ଧାରକାରୀଦଳ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେବି ଅତି ଚମତ୍କାରଭାବେ ଲୋକଙ୍କୁ ଭଗ୍ନାବଶେଷତଳୁ ଉଦ୍ଧାର କରାଯାଉଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଟିମ୍ ।ସେପଟେ ୪୦ ହଜାର ପାରକରିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ମୃତ୍ୟୁସଂଖ୍ୟା […]

ଗୋପାଳଙ୍କ ନୁଆ ଠିକଣା

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଚୌଦ୍ବାର ଜେଲର ୩ନମ୍ବର ସେଲରେ ରହିଲେ ନବଦାସ ହତ୍ୟାକାରୀ ଗୋପାଳଦାସ। ୩ନମ୍ବର ସେଲରେ ପୂର୍ବରୁରହୁଥିଲେ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିା ଚୌଦ୍ୱାରଜେଲରେ ଗୋପାଳଦାସର ଏହାହେଉଛି ନୂଆଠିକଣା। ୨୪ଘଣ୍ଟିଆ ସୁରକ୍ଷା ବଳୟସାଙ୍ଗକୁ ସିସିଟିଭିସର୍ଭେଲାନ୍ସ ଭିତରେ ଗୋପାଳ ରହିବ ବୋଲି ଜଣାପଡିଛି ।

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ

ବ୍ରହ୍ମପୁର,୧୫ା୨(ଏସଏସନିଉଜ)କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଯାଇଛି ସ୍କର୍ପିଓା ଏହାଫଳରେ ୩ଜଣଙ୍କର ମୃତ୍ୟୁହୋଇଥିବାବେଳେ ଓ ୧୨ଜଣ ଆହତ ହୋଇଛନ୍ତି। ଗୋପାଳପୁରଥାନା ମାଣ୍ଡିଆପଲ୍ଲୀଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ସମସ୍ତ ଆହତ ଗକଉଏରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଲାଞ୍ଜିପଲ୍ଲୀ କେଶବନଗର ଅଞ୍ଚଳର ବୋଲି ଜଣାପଡିଛି ।

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ,୧୫ା୨(ଏସଏସନିଉଜ) ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଢେଙ୍କାନାଳ ରିଜର୍ଭ ଲାଇନ ପୋଲିସ କ୍ବାର୍ଟରରୁ ଉଦ୍ଧାର ହୋଇଛି ।ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।