ହଟକେଶ୍ୱର ମନ୍ଦିରରୁ ଚୋରି
ଖୋର୍ଦ୍ଧା,୨୬ା୨(ଏସଏସନିଉଜ) ଅଟ୍ରିର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରୁ ଚୋରି ହୋଇଛି ।ଦାନବାକ୍ସ ଭାଙ୍ଗିବା ସହ ରୁପାନାଗ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ପରିସରରେଥିବା ସବୁମନ୍ଦିରରୁ ରୁପା କିଭଟି ମଧ୍ୟ ଚୋରି ହୋଇଥିବାର ଅଭିଯୋଗ ହୋଇଯାଇଛି ।
Browsing daily archive
ଖୋର୍ଦ୍ଧା,୨୬ା୨(ଏସଏସନିଉଜ) ଅଟ୍ରିର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରୁ ଚୋରି ହୋଇଛି ।ଦାନବାକ୍ସ ଭାଙ୍ଗିବା ସହ ରୁପାନାଗ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ପରିସରରେଥିବା ସବୁମନ୍ଦିରରୁ ରୁପା କିଭଟି ମଧ୍ୟ ଚୋରି ହୋଇଥିବାର ଅଭିଯୋଗ ହୋଇଯାଇଛି ।
ବ୍ରହ୍ମଗିରି,୨୬ା୨(ଏସଏସନିଉଜ)ଡେଲାଙ୍ଗରାସ୍ତା ମଣପଡ଼ା ନିକଟରେ ଦୁର୍ଘଟଣା ଘଟିଛି । ଏହି ୍ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ବ୍ରହ୍ମଗିରିରୁ କଟକ ଯାଉଥିବା ଘରୋଇ ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ୍ୟୁ ହୋଇଛି ।
ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୩ଜଣଜଣ ଗୁରୁତର ଆହତ ହୋଇଛନ୍ତି। ପିକ୍ଅପ୍ ଭ୍ୟାନକୁ ପଛ ପଟୁ ଆଇଚର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଶ୍ରମିକ କୁକୁଡ଼ାଝରିଗାଁରୁ ବାଲୁଗାଁ ଯାଉଥିଲେ ।
କେନ୍ଦୁଝର,୨୬ା୨(ଏସଏସନିଉଜ) KSEକଲେଜ ହଷ୍ଟେଲରୁ ନିଖୋଜ ହୋଇଥିବା ୪ଜଣ ଛାତ୍ର ଘରକୁ ଫେରିଥିବା ସୂଚନା ମିଳିଛି । ୪ଜଣ ଛାତ୍ର କେନ୍ଦୁଝରରେ ଥିଲୋ ଗତକାଲି ଘରକୁ ଫେରିଛନ୍ତି ।
ଭୁବନେଶ୍ୱର,୨୬ା୨(ଏସଏସନିଉଜ) ମହାରାଷ୍ଟ୍ରର ଅହମ୍ମଦନଗରଜିଲ୍ଲା ସେଭଗାଓଁରେ ଥିବା ଗଙ୍ଗାମାଇ ଚିନି କଳର ଡିଷ୍ଟିଲରୀ ୟୁନିଟରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡ ଆରମ୍ଭ ହେବାମାତ୍ରେ ଏଠାରେ ପ୍ରଚଣ୍ଡ ବିସ୍ଫୋରଣରଶବ୍ଦ ମଧ୍ୟ ଶୁଣିବାକୁମିଳିଛି । କାରଖାନାଭିତରେ ୭୦ରୁ ୮୦ ଜଣ ଫସି ରହିଥିବା କୁହାଯାଉଛି। ଦମକଳ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।