ଘରକୁ ଫେରିଲେ ୪ଜଣ ନିଖୋଜ ଛାତ୍ର

କେନ୍ଦୁଝର,୨୬ା୨(ଏସଏସନିଉଜ) KSEକଲେଜ ହଷ୍ଟେଲରୁ ନିଖୋଜ ହୋଇଥିବା ୪ଜଣ ଛାତ୍ର ଘରକୁ ଫେରିଥିବା ସୂଚନା ମିଳିଛି । ୪ଜଣ ଛାତ୍ର କେନ୍ଦୁଝରରେ ଥିଲୋ ଗତକାଲି ଘରକୁ ଫେରିଛନ୍ତି ।

 

Comments (0)
Add Comment