ଗିରଫ ହେଲେ ପୁଲିସ ବାବୁ
କଟକ,୨୪ା୨(ଏସଏସନିଉଜ)ଭିଣୋଇଙ୍କୁ ଅପହରଣକରିବା ସହ ମାଡ଼ମାରିବା ଅଭିଯୋଗରେ ପୁରୀ କୁମ୍ଭାରପଡାଥାନା ସବ୍ଇନ୍ସପେକ୍ଟର ଚିତ୍ତରଞ୍ଜନଦାସଙ୍କୁ ଗିରଫ କରିଛି ବଡମ୍ବା ଥାନାପୋଲିସା ପ୍ରକାସଯେ,ବଡ଼ମ୍ବାଥାନା ଅନ୍ତର୍ଗତ ରଗଡିପଡା ଗ୍ରାମର ଚିତ୍ତ ରଂଜନ ନାୟକ ନରସିଂହପୁର ବ୍ଲକ୍ର ଚମ୍ପେଶ୍ବରଗ୍ରାମର ଅନୁପମାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ପରେ ଅନୁପମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସଂପର୍କରେ ଥାନାରେ ଅନୁପମାଙ୍କ ବାପଘର ଲୋକଙ୍କ ଅଭିଯୋଗ କରିବାପରେ ଗତବର୍ଷ ଜୁନମାସରେ ଏକ ମାମଲା ପୋଲିସ ରଜୁ କରିଥିଲ।। ଏହାର ଆପୋସ ବୁଝାମଣାପାଇଁ ଉଭୟ ପରିବାରବର୍ଗଙ୍କ ମଧ୍ୟରେ କଥାବାର୍ତ୍ତା […]