ଆଜିର ରାଶିଫଳ
ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କଳମଶାଗ ଭକ୍ଷଣ ନିଷେଧ ।ମାର୍ଚ୩୧ଶୁକ୍ରବାର ମେଷ :-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧପାଇଁ ଭଲସୁଯୋଗ ମିଳିବ। ପାରିବାରିକକାର୍ଯ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆପଣଙ୍କଭାବନା ଆଜି ରଚନାତ୍ମକରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କମାଧ୍ୟମରେ ଲାଭପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ରକିଣିବାରେ ବ୍ୟସ୍ତରହିବେ। ମିଥୁନ:-ନୂଆବିଚାର ଆପଣଙ୍କ ଆର୍ଥିକଉନ୍ନତି ଲାଗି ଲାଭଦାୟକରହିବ। […]