ବିଦ୍ୟୁତଖୁଣ୍ଟ ପଡ଼ି ୨ ଗୁରୁତର

ବଣାଇ,୩୦।୩(ଏସଏସନିଉଜ) ବିଦ୍ୟୁତଖୁଣ୍ଟ ପଡ଼ି ୨ନାବାଳକ ଗୁରୁତର ହୋଇଛନ୍ତି।ଲେଞ୍ଜାଡିହି ରେ କ୍ରସରରୁ ମାଲ୍‌ ବୋଝେଇ ଟ୍ରକ ଯିବାବେଳେ ଅଘଟଣ ଘଟିଛି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବସହ କ୍ଷତିପୂରଣ ଦାବିରେ ଟ୍ରକ ଅଟକ ରଖିଛନ୍ତି।

Comments (0)
Add Comment