ଧରାପଡିଲା ଜାଲ୍ ସାର୍ଟିଫିକେଟ ରାକେଟ
ବଲାଙ୍ଗିର,୨୭ା୩(ଏସଏସନିଉଜ) ବଲାଙ୍ଗିର ଜାଲ୍ ସାର୍ଟିଫିକେଟରାକେଟର ପର୍ଦ୍ଦାଫାସ କରବା ସହ ଏହି ଘଟଣାରେ ୧୯ଜଣଙ୍କୁ ଗିରଫ କରିଛି ।ଏହାସହ ୧ହଜାରରୁ ୫ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛିା ୪୧ୟୁନିଭର୍ସିଟି ଓ ସ୍କୁଲର ନକଲିସାର୍ଟିଫିକେଟ ଜବତ କରିଛି ପୋଲିସ । .
Browsing monthly archive
ବଲାଙ୍ଗିର,୨୭ା୩(ଏସଏସନିଉଜ) ବଲାଙ୍ଗିର ଜାଲ୍ ସାର୍ଟିଫିକେଟରାକେଟର ପର୍ଦ୍ଦାଫାସ କରବା ସହ ଏହି ଘଟଣାରେ ୧୯ଜଣଙ୍କୁ ଗିରଫ କରିଛି ।ଏହାସହ ୧ହଜାରରୁ ୫ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛିା ୪୧ୟୁନିଭର୍ସିଟି ଓ ସ୍କୁଲର ନକଲିସାର୍ଟିଫିକେଟ ଜବତ କରିଛି ପୋଲିସ । .
ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପ୍ରଥମ ଥରପାଇଁ ପଶ୍ଚିମବଙ୍ଗଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀମୁର୍ମୁ । କୋଲକାତା ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତକଲେ ରାଜ୍ୟପାଳ CV ଆନନ୍ଦବୋଷ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀା
ନୂଆପଡ଼ା,୨୭ା୩(ଏସଏସନିଉଜ) ନୂଆପଡ଼ାଜିଲ୍ଲାରେ ଆଜି ବି ପୁଣି ବାଘଆତଙ୍କ ଦେଖାଦେଇଛି । ସିଲିରିବାହାରାଗାଁରେ ବାଘଟି ଆଜି ଏକ ବାଛୁରୀକୁ ମାରିଖାଇଥିବାର ଜଣାପଡିଛି ।ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।ଖବରପାଇ ବନବିଭାଗ ଗାଁରେ ପହଁଚିଛି । ସପ୍ତାହେହେବ ଆଖପାଖଗାଁରେ ଆତଙ୍କ ଖେଳାଇଛିବାଘ ।
ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଏପ୍ରିଲ୩ରୁ୯ତାରିଖଯାଏ ଜାପାନଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗଦେବୋ ଜାପାନର ପ୍ରମୁଖଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ।
ଜଗତସିଂହପୁର, ୨୭ା୩(ଏସଏସନିଉଜ) ମାଛଗାଁ ନିକଟରେ ଦେବୀନଦୀରେ ଗାଧୋଇଲା ବେଳେ ଭାସିଯାଇ ୩ଛାତ୍ର ନିଖୋଜ ହୋଇଛନ୍ତି । ଅଗ୍ନିଶମବାହିନୀ ଓ ସ୍ଥାନୀୟଲୋକଙ୍କ ଦ୍ୱାରା ଖୋଜାଖୋଜି ଚାଲିଛି ।
ଭୁବନେଶ୍ୱର,୨୭ା୩(ଏସଏସନିଉଜ) ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନଜିଲ୍ଲାରେ ଆସନ୍ତା ୨୯ତାରିଖଯାଏ ବର୍ଷାହେବାର ସମ୍ଭାବନା ରହିଛି। ଏହାସହ ଆଜି ୧୩ଜିଲ୍ଲାରେ ଘଡ଼ଘଡ଼ିସହ ବର୍ଷାହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ବର୍ଷା ହେବାସହ ଘଡ଼ଘଡ଼ିହେବାର ସମ୍ଭାବନା ରହିଥିବାରୁ ୧୩ଜିଲ୍ଲାକୁ ପାଣିପାଗବିଭାଗ ୟେଲୋ ୱାର୍ଣିଂ ଜାରି କରିଛି।
ବୌଦ୍ଧ ,୨୬ା୩(ଏସଏସନିଉଜ)ବୌଦ୍ଧବସଷ୍ଟାଣ୍ଡରେ ମଦ୍ୟପଯୁବକଙ୍କର ବସ୍ ଅପହରଣ ଉଦ୍ୟମ ବ୍ୟର୍ଥ ହୋଇଛି ।, ଜଣେ ଡ୍ରାଇଭରଙ୍କୁ ୪ଜଣ ଯୁବକ ଭୁଜାଲିଦେଖାଇ ଏକ ଘରୋଇବସକୁ ବଲାଙ୍ଗିରନେଇ ଯିବାକୁ ବାଧ୍ୟ କରିଥିଲୋ ଲୋକଙ୍କ ନଜରପଡ଼ିବାରୁ ଜଣେ ଦୁର୍ବୃତ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ ।କୈାଶଳକ୍ରମେ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲେ ।ଏହି ଘଟଣାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି ।
ବଲାଙ୍ଗୀର,୨୬ା୩(ଏସଏସନିଉଜ)ବଲାଙ୍ଗୀରସହର ସୁଦପଡାଘରେ ଆଲବମଅଭିନେତ୍ରୀ ରୁଚିସ୍ମିତାଗୁରୁଙ୍କ ଝୁଲନ୍ତାଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
୨୦୨୩ ମସିହା ମାର୍ଚ୍ଚ ମାସ ୨୭ ତାରିଖ ସୋମବାର।ବାସନ୍ତିକ ମୃଣ୍ମୟୀ ଦେବୀଙ୍କର ବିଲ୍ବବରଣ ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୮/୫୦ ,ସୂର୍ଯ୍ୟାସ୍ତ- ଘ୫/୫୫/୪୬ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଚ଼ନ୍ଦ୍ର ବାସ ,ତିଥି- ଷଷ୍ଠୀ ଅପରାହ୍ନ ଘ୫/୧୩ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ। ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଅପରାହ୍ନ ଘ୫/୧୩ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟ ତିଥି ଓ ମଙ୍ଗଳଯୁକ୍ତ ଦୋଷ ହେତୁ ଅପରାହ୍ନ ଘ୫/୧୩ମି ପରେ ରାତ୍ରି ଘ୪/୫୭ମି ମଧ୍ୟେ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମ ଦିଗ […]
ମେଣ୍ଢାଶାଳ,୨୬ା୩(ଏସଏସନିଉଜ) ମେଣ୍ଢାଶାଳଗ୍ରାମପଂଚାୟତରର ଡେରାସବନ୍ଧଠାରେ ରବିବାର ଅପରାହ୍ନରେ ଅର୍ଜ୍ଜୁନପରିଡାଙ୍କ ନେତୃତ୍ୱରେ ବିଜୁଜନତାଦଳର କର୍ମୀସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି ।ଜଟଣୀନିର୍ବାଚନମଣ୍ଡଳୀର୩୧ଗୋଟି ଗ୍ରାମପଂଚାୟତରେ ସଙ୍ଗଠନ ସୁଦୃଢକରିବାପାଇଁ ପରିଡାଙ୍କୁ ଦାୟିତ୍ୱଅର୍ପଣ କରାଯିବାକୁ ଦାବୀ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସଜ୍ଜନସିଂ ,ହୁଲାସ ଜେନା, ଟାଙ୍ଗିଆପଡାନାରିନେତ୍ରୀ କଲ୍ୟାଣିଦଳେଇ ,ପ୍ରିୟରଞନଭୋଇ, ଆଶିଷ ରଞନ ମହାପାତ୍ର, କାଳନ୍ଦିସ୍ୱାଇଁ,ପବିତ୍ରପରିଡା,ଛତାବରପଂଚାୟତର ନାରିନେତ୍ରୀ ପ୍ରଭାତିସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ ।ଏହି ସମ୍ମୀଳନୀରେ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଓ ପୁରୁଷକର୍ମୀ ଯୋଗଦେଇଥିଲେ । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)